କଫି ଫଳକୁ ନଷ୍ଟ କରୁଛି ବେରି ବେର କୀଟ
କଫି ଫଳକୁ ନଷ୍ଟ କରୁଛି ବେରି ବୋର କୀଟ
ନନ୍ଦପୁର /ପାଡ଼ୁଆ, ତ।୧୪/୯
କୋରାପୁଟ ଜିଲ୍ଲା ଆନ୍ଧ୍ର ପ୍ରଦେଶର ଓ ଏଏସ୍ଆର ଜିଲ୍ଲା ଅଞ୍ଚଳରେ ଥିବା କଫି କ ଚାଷ କ୍ଷେତ୍ର ଞ୍ଚଳର କଫି ଗଛର ଫଳରେ ଜାବେରି ବୋରର ନାମକ କୀଟ ଆତଙ୍କ ସୃଷ୍ଟି କରିଛି। କେନ୍ଦ୍ରୀୟ କଫି ବୋର୍ଡର ବିଶେଷଜ୍ଞ, ଆନ୍ଧ୍ର କୃଷି ବିଶ୍ବବିଦ୍ୟାଳୟର କର୍ମକର୍ତ୍ତା ଓ 1 ସହଯୋଗୀ ବିଭାଗର ଅଧିକାରୀଙ୍କୁ ନେଇ ହିଁ ଗଠିତ ୫୦୦ ଜଣିଆ ଟିମ୍ କଫି ଚାଷ ମ କ୍ଷେତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି କୀଟ – ବ୍ୟାପିବାର କାରଣ, କ୍ଷୟକ୍ଷତି ଆକଳନ ସହ ନିରାକରଣ ଖୋଜୁଥିବା ସୂଚନା ମିଳିଛି। ଏହି ଟିମ୍ରେ କୋର ପୁଟ ଏସଏଇଓ . ଉପେନ୍ଦ୍ର କୁମାର ସାହା ଥିବା ଜଣାପଡ଼ିଛି ଦି ଏହାକୁ ଦେଖ୍ ନନ୍ଦପୁର, ଲମତାପୁଟ ଓ ପଟ୍ଟାଙ୍ଗି ବ୍ଲକର କଫି ଚାଷୀ ଆତଙ୍କିତ ଥିବା ଆ କରିଛନ୍ତି।
ନିରୀକ୍ଷଣ ଟିମ୍ ଶୁକ୍ରବାର ନନ୍ଦପୁର ବ୍ଲଜ ଓ ନାଟୁଆ ପଞ୍ଚୟତରେ କଫି ଚାଷ କ୍ଷେତ୍ରଠାରୁ ମାତ୍ର ଦେଢ଼ କି.ମି. ଦୂର ଆନ୍ଧ୍ର ସୁପରିଗୁଡ଼ା
ବ୍ଲଜ(ମଣ୍ଡଳ) ଅଧୀନ ଗୋରାପୁର ଓ କୁରେକି ପଞ୍ଚାୟତରେ ବେରି ବୋରର କୀଟ ସଂକ୍ରମିତ ହୋଇଥିବା କପିବାତଗୁଡ଼ିକ ନିରୀକ୍ଷଣ କରିଥିବା ଜଣାପଡ଼ିଛି। ଏସ୍ଏଲ୍ଓ ସହାଙ୍କ ସୂଚନା ମୁତାବକ ରକ୍ତ କାଟ କଫି ଚାଷକୁ ବ୍ୟାପକ ନଷ୍ଟ କରିଥାଏ । ଜଫି ଫଳ ଅଳ୍ପ ପାକଳ ହେବା ସମୟରେ ସେଥିରେ ଛୋଟିଆ କଣା କରି ମାଇ କାଟ ବସା ବାନ୍ଧି ଦିନକୁ ୨ଟି ଲେଖାଏ ୨୦ ଦିନ ଧରି ଅଣ୍ଡା ଦେଇ ପ୍ରଜନନ କରିଥାଏ । କଫି ଫଳ ଭିତରୁ ଖାଦ୍ୟ ଆହରଣ କରିଥାଏ । ଏହା ପରବର୍ତ୍ତୀ ସମୟରେ କଫି ଫଳକୁ ଭିତର ପଟୁ ନଷ୍ଟ କରି ଫୁଲକୁ ଝହାଇ ଦିଏ। ଅନ୍ୟ ଫଳକୁ ବ୍ୟାପି କପିର ମାନ ଖରପ ହେବା ସହ ଓଜନ କମିଯାଏ । ଏହି କୀଟ ପବନରେ ରଡ଼ି ଯାଇପାରେ । ଅନ୍ୟ ପକ୍ଷୀ ଓ ଜୀବଜନ୍ତୁଙ୍କ ଦ୍ବାରା ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇ ବ୍ୟାପିଥାଏ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ନନ୍ଦପୁର ଭୁଳରେ ୧ହଜାର ହେକ୍ଟର ଜମିର କଫି ଗଛରେ ଫୁଲ ଫଳ ହୋଇଛି ଜିଲାର ଦୁର୍ଗମ ଅଞ୍ଚଳରେ ୨୭୫୯ ହେକ୍ଟର ଜମିରେ
କୋରାପୁଟ ଜିଲ୍ଲାର କଫି ଚାଷୀ ଆଡଙ୍କିତ
ବେରି ବୋରର କୀଟ
କଫି ଚାଷ ହୋଇଛି। ସରକାରୀ ଭାବେ କପି ବୋର୍ଡର ୩୬୯,୭୭ ହେକ୍ଟର ଜମିରେ କଫି ବାଡ ରହିଛି। ବେସରକାରୀ ଭାବେ ୭୭୮, ୧୧ ହେକ୍ଟର ଜମିରେ ଚାଷୀ କଫି ନାକ୍ଷକୁ ଭକ୍ତ କାଳ ସଂକ୍ରମିତ କରିପାରେ ବୋଲି ବିଶେଷଜ୍ଞ ଓ ଚାଷୀ ଆଶଙ୍କା କରିଛନ୍ତି । ନନ୍ଦପୁର ବ୍ଲକ ପାଢୁଆ ପଞ୍ଚାୟତ କସମପଦର ଗ୍ରାମର ସୁଲୋଚନା, ମାଣିକ ଗୁଣ୍ଠା, ହରି ଖରା, ପର୍ଶୁରାମ ଗୁଣ୍ଡା, ଦଶରଥ ଗୁଣ୍ଡା, ରଘୁରାମ ଗୁଡ, ମଙ୍ଗରାଜ
ଖରା, ରାଜନାଥ ସୀସା ଓ ଭିନୁ ମାଝୀ କୀଳ ସଂକ୍ରମଣ ଖବର ଶୁଣି ଚିନ୍ତା ପ୍ରକଟ କରିଛନ୍ତି। ଜିଲା ପ୍ରଶାସନ, କେନ୍ଦ୍ରୀୟ, ରାଜ୍ୟ ଓ ଜିଲା କଫି ବୋର୍ଡ କର୍ତ୍ତୃପକ୍ଷ କାଟ ସଂକ୍ରମଣଠାରୁ ରକ୍ଷା କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ କୋରାପୁଟ କପି ବୋର୍ଡ ଉପନିର୍ଦ୍ଦେଶକ ସଚ୍ଚିଦାନନ୍ଦ ସ୍ମାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆନ୍ଧ୍ରର କଫି ଗଛରେ କାଟ ସଂକ୍ରମଣ ସମ୍ପର୍କରେ ସେ ସୂଚନା ପାଇଛନ୍ତି I ଜିଲାର ସୀମାନ୍ତ ଅଞ୍ଚଳର କଫି ଗଛରେ ଫଳ ଧରୁଥିବାରୁ ସଂକ୍ରମଣ ଆଶଙ୍କା ରହିଛି। କିନ୍ତୁ ଏଯାଏ କୋରାପୁଟର କଫି ବାଡରେ କୀଟ ସଂକ୍ରମଣ ଘଟଣା ଦୃଷ୍ଟି ଗୋଚର ହୋଇନି। ଆମେ ସତର୍କ ରହି କେନ୍ଦ୍ରୀୟ ସର୍ବେକ୍ଷଣ ଟିମ୍ ସହ ଯୋଗାଯୋଗ ରଖୁଚ୍ଛା ତାଙ୍କଠାରୁ ଏହାର ନିରାକରଣ ପଦ୍ଧତି ଶୀଘ୍ର ପାଇବୁ ବୋଲି ଆଶା ରଖୁଛୁ ପଦ୍ଧତି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଭଲ ପାନଙ୍କ ଦୃଷ୍ଟି ଆକର୍ଷଣ କରି ସବୁ କଫି କ୍ଷେତରେ ଉପକାର କରାଯିବ ବୋଲି ଉପନିର୍ଦ୍ଦେଶକ ସ୍ବାଇଁ ସୂଚନା ଦେଇଛନ୍ତି।