ସରକାରଙ୍କ ଯୋଜନା ପ୍ରହସନ ଭିନ୍ନକ୍ଷମ ପ୍ରମାଣପତ୍ର ଥ।ଇ ସୁବିଧା ମିଳୁନି
ସରକାରଙ୍କ ଯୋଜନା ପ୍ରହସନ
ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ସୁବିଧା ମିଳୁନି
ପାପଡ଼ାହାଣ୍ଡି, ତା ୧୪/୯
କେନ୍ଦ୍ର ଓ ରାଜ୍ୟ ସରକାରୀ ସମାଜ ମଧ୍ୟରେ ବସବାସ କରୁଥିବା ଗରିବ ନିଭାହ ପରିବାରଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଜନହିତକରୀ ଯୋଜନା ସବୁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆଜିପର୍ଯ୍ୟନ୍ତ ହାଡ ପହରରେ କୌଣସି ଗରିବ ପରିବାର ଏଥିରେ ଲାଉ ଉଠେଇ ପାରୁନାହାନ୍ତି । ଯାହା ଫଳରେ ସମାଜରେ ଗରିବ ଓ ଭିନକ୍ଷମ ଦହନୀୟ ଜୀବନ ବିତାଇବାକୁ ବାଧ ଦେଉଛି । ଏପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ରହିଥିବା ବେଳେ ସରକାରୀ ସୁବିଧା ମିଳୁନି। ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଡାମାଳ ପଞ୍ଚାଯର କୂଡା ଗ୍ରାମରେ ।
ଏହି ଗ୍ରାମରେ ଅସହାୟ ଅବସ୍ଥା ରେ ପଡି ରହିଛନ୍ତି ବିଦ୍ୟାଙ୍ଗ ବାପା ଓ ପୁଅ | ସେମାନେ ହେଲେ ବାପା ସମକୁ ଗୌଡ଼( ୭୦) ଓ ପୁଅ ଭଳି ଗୌଡ଼ (୩୧) । ଜୁବା ଗ୍ରାମର ସମନ୍ଧୁଙ୍କୁ ପିଲାବେଳୁ ଆଖ୍ କୁ ଦେଖାଯାଉନି । ତାଙ୍କର ତିନି ପୁଅ ଥିବା ବେଳେ ୨୦ ବର୍ଷ ତଳୁ ଖ୍ରୀଙ୍କ ମୃତ୍ୟୁ ହୋଇଥିଲା। ଦୁଇଟି ପୁଅ ବିବାହ କରି ଅଲଗା ରହୁଛନ୍ତି । ସାନ
ଦିବ୍ୟାଙ୍ଗ ବାପା-ପୁଅଙ୍କୁ ଆବାସ ଯୋଜନାରେ ସାମିଲ ଦାବି
ପୁଅ ଲକି ପାଇଁ ୮ ବର୍ଷ ତଳେ ବିବାହ ଠିକ କରିଥିଲେ କିନ୍ତୁ ଏକ ସଡ଼କ ଦୁର୍ଘଟଣା ପରେ ଶରୀରର ବାମ ପାର୍ଶ୍ଵ ହାତ ଓ ଗୋଡ଼ ଅକାମି ହୋଇଯାଇଛି । ଫଳରେ ନିତ୍ୟ ବ୍ୟବହାର କାମ ପାଇଁ ଅନ୍ୟର ସାହାରା ନେବା ସହ ବେଳେ
ବେଳେ ଘୋଷାଡ଼ି ହୋଇ ଯିବାକୁ ପଡୁଛି । ଉଭୟ କୌଣସି କାମଧନ୍ଦା କରିପାରୁନାହାରି । ଅନ୍ୟ ପୁଅ ଓ ସାହି ପଢିଶା ଯାହା ଖାଇବା ପାଇଁ ଦେଲେ ସେଥ୍ରେ ତାଙ୍କର ପେଟ ପୂରେ । ଗୋଟିଏ ବଖରା ଝାଟି ମାଟି ଘଉ ଉପରେ
ପଲିଥୁନ ପଢିଛି । ଏ ଯାଏଁ ଆବାସ ଯୋଜନାରେ ଏମାନଙ୍କୁ ସାମିଲ କରାଯାଇନାହିଁ । ଉତ୍ତରଙ୍କୁ ୧୦ କେଜି ଚାଉଳ ମିଳୁଥିବା ବେଳେ ବାପାଙ୍କୁ ୩୫୦୦ଟଙ୍କା ଓ ପୁଅଙ୍କୁ ୧୦୦୦ଟଙ୍କା ଲେଖାଏଁ ଭଉ ମିଳୁଛି। ସାହି ପଢିଶାଙ୍କ ଅଭିଯୋଗ ପ୍ରଜାରେ, ଅସହାୟ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛରି କିନ୍ତୁ ୱାର୍ଡ ମେମ୍ବର, ସରପଞ୍ଚଙ୍କ ଦାୟିତ୍ବହାନତା ପାଇଁ ଆଜିଯାଏଁ ଦିବ୍ୟାଙ୍ଗ ପରିବାରକୁ ଆବାସ ଯୋଜନାରୁ ବାଦ ପଡିଛନ୍ତି । ସମସ୍ତ ଗୌଡ଼ର ଶତ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଆଇ ମଧ୍ୟ ଏପର୍ଯ୍ୟନ୍ତ ଆଳାସ ଯୋଜନା ନିମ୍ବା ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇନାହିଁ । ୧୦ କେଳି ବାଉଳ ମିଳୁଥିବାରୁ ମାସେ ମଧ୍ୟ ଯାଉନାହିଁ । ଏଣୁ ଉଭୟ ବାପା ପୁଅଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ସାହିବାସିନ୍ଦା ନିକଟରେ ଗୁହାରି ଜଣାଇଛନ୍ତି । ଏନେଇ ବିପିସି ଈଶିକାର ଦାସଙ୍କୁ ଯୋଗାଯୋଗ କରିବାରୁ ଏ ବିଷୟର ଅବଗତ ନଅନ୍ତୁ | ଏହା ଜାଣିବା ପରେ ଆମେ ଆବଶ୍ୟକୀୟ କାଗଜ ପତ୍ର ତଦାରଖ କରି ନିଶ୍ଚୟ ଆବାସ ଯୋଜନାରେ ସାମିଲ କରିବୁ ବୋଲି କହିଥିଲେ ।