District

ଭିଜିଲାନ୍ସ ଜ।ଲରେ ଓଏଏସ ଟପର ବ।ମର। ତସଲିଦ।ର

ଭିଜିଲାନ୍ସ ଜାଲରେ ଓଏଏସ୍ ଟପର୍

ବାମରା ତହସିଲଦାର ଥିଲେ, ୧୫ ହଜାର ଲାଞ୍ଚ ନେଉଥିଲେ

ସମ୍ବଲପୁର/ ଧର୍ମ ଶାଳା, ୧୪/୯ : ଜମି ମ୍ୟୁଟେସନ୍ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଚାରେ ପଢ଼ିଛନ୍ତି ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା। ଅଶ୍ୱିନୀଙ୍କ ଅଫିସ ସମେତ ସେ ରହୁଥିବା ପୂର୍ବ ବିଭାଗ ବଙ୍ଗଳା ଓ ଭୁବନେଶ୍ୱର ମେ-ଫେୟାର ଗୋଡ଼ରେ ଥିବା ବାସଭବନରେ ଏକକାଳୀନ ଚଢ଼ଉ କରଯାଇଥିଲା। ମୋଟ ୪.୭୩ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଅଶ୍ଵିନୀଙ୍କ ସମେତ ତାଙ୍କ ଡ୍ରାଇଭର ପ୍ରବୀଣଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି। ଅଶ୍ବିନୀ ହେଉଛନ୍ତି ୨୦୧୯ ବ୍ୟାଚ୍ ଓଡ଼ିଶା ସିଭିଲ୍ ସର୍ଭିସ୍ ଟୱେର । ମାତ୍ର ୪ ବର୍ଷ ଚାଳିଗି କାଳରେ ଲାଞ୍ଚ ନେଇ ଗିରଫ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବଲପୁରରେ ଏକ ପ୍ରେସ୍‌ମିଟ୍ରେ ଭିଜିଲାନ୍ସ ଏସପି ପି.କେ ଦ୍ବିବେଦୀ କହିଛତି, ଅଭିଯୋଗକାରୀ ଏକ ଚାଷ ଜମିକୁ ଘରଡ଼ିହ କିସମରେ ପରିବର୍ତ୍ତନ କରିବା ପାଇଁ ମାସେ ହେଲା ଆବେଦନ କରିଥିଲେ । ଏଥିପାଇଁ ତହସିଲଦାର ଶ୍ରୀ ପଣ୍ଡା ପ୍ରଥମେ ୨୦ ହଜାର ଟଙ୍କା ଓଡ଼ିଶା ରାଜନୀତି ହଜାର ଟଙ୍କାରେ ମୂଲଗାଲ ଛିଡ଼ିଥିଲା । ତେବେ ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଠାରୁ ଏ ଶଳା ଗୁଡ଼ାକ ସେବା ପାଇଁ ସରକାରୀ ଚାକରୀ ।

ତହସିଲଦାର ଅଶ୍ବିନୀ ପଣ୍ଡାଙ୍କ ସହ ଚାଳକ ମଧ୍ଯ ଗିରଫ

ଜମି କିସମ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ଟଙ୍କା

ଧର୍ମଶାଳା ବ୍ଲକ୍ କ୍ଷେତ୍ରପାଳ ପୈତୃକ ଘରେ ଚଢ଼ତ୍ତ

ଟଙ୍କା ନେଇଥିଲେ। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ତହସିଲଦାରଙ୍କୁ ଟଙ୍କା ଦେବାକୁ ଅଭିଯୋଗକାରୀ ବାମରା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତହସିଲଦାର ଟଙ୍ଗାକୁ ତାଙ୍କ ଚାଳକକୁ ଦେବାକୁ କହିଥିଲେ । ଟଙ୍କାତକ ଚାଳକ ନେବା ପରେ ଭିଜିଲାନ୍ସ ଟିମ୍ ଚଡ଼ଭ କରିଥିଲା । ସମ୍ପୂର୍ଣ୍ଣ ଲାଞ୍ଚ ରାଣି ซีด คด ค କରିଛି। ତହସିଲଦାର ଶ୍ରୀ ପଣ୍ଡା ଓ ତାଙ୍କ ଚାକିରୀ କରି ନାହାନ୍ତି

କରି କୋର୍ଟଚାଲାଣ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି। ୨୦୧୯ ସିଭିଲ୍ ସେବା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଅଶ୍ୱିନୀ ପଣ୍ଡା ଚଳିତ ମାସ ଜୁଲାଇ ପହିଲାରେ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଶ୍ରୀ ପଣ୍ଡାଙ୍କ ପୈତୃକ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବୃକ୍ କ୍ଷେତ୍ରପାଳ ଗ୍ରାମରେ । ପ୍ରଥମ ପ୍ରୟାସରେ ସେ ଓସିଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧୁକାର କରିବା ପରେ ଓଡ଼ିଶା ତଥା ଧର୍ମଶାଳା ପାଇଁ ସେତେବେଳେ ସେ ଗୌରବ ଆଣିଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଆଗାମୀ ଦିନରେ ଗରିବଙ୍କ ସେବା କରିବା ତାଙ୍କର ମୂଳଲକ୍ଷ୍ୟ ବୋଲି ସେତେବେଳେ ଗଣମାଧ୍ୟମ ଆଗରେ ନିଜର ଆଭିମୁଖ୍ୟ ରଖୁଥିଲେ। କିନ୍ତୁ ବର୍ଷ କେଇଟା ଯାଇନି ସେ ଭିଜିଲାନ୍ସ ହାତରେ ଧରା ପଡ଼ିବା ଘଟଣା ଗାଁ ଓ ଧର୍ମଶାଳାବାସୀଙ୍କୁ ଚଳିତ କରିଛି। ଆଜି ଦିନ ପ୍ରାୟ ୧ଗଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ଭିଜିଲାନ୍ସର ଏକ ୭ଜଣିଆ ଟିମ୍ ତାଙ୍କ ପୈତୃକ ବାସଭବନ କ୍ଷେତ୍ରପାଳଠାରେ ଜମିବାଡ଼ି, ବ୍ୟାଙ୍କ କାଗଜପତ୍ର, ସୁନା ଅଳଙ୍କାର ଓ ଟଙ୍କା ଆଦି ଯାଞ୍ଚ କରିଥିଲେ । ଏହି ଟିମ୍ ଯିବା ବେଳେ କ’ଣ ଜବତ ହୋଇଛି ସେ କେବଳ ଲୋକଙ୍କୁ ଲୁଟିବା ପାଇଁ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button