ନ।ବ।ଳିକ।କୁ ଅପହରଣ ଜଣେ ଗିରଫ
ନ।ବଳିକ।କୁ ଅପହରଣ, ଜଣେ ଗିରଫ
ଭଞ୍ଜନଗର,୧୨/୯ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନୂଆପଲ୍ଲୀ ଗ୍ରାମର ଜଣେ ୧୦ ବର୍ଷ ବୟସର ନାବାଳିକାକୁ କନ୍ଧମାଳ ଜିଲା ଜିଲାର ଜଣେ ବ୍ୟକ୍ତି ଅପହରଣ କରିନେବା ବେଳେ ଧରାପଡିଛନ୍ତି ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପରେ ତାଙ୍କୁ ତାରସିଂ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଗିରପ ରଫ ଅପହର୍ଭା ଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଶୁବଳବାଡି ଡି ଗ୍ରାମର ଶୁସାନ୍ତ ସେଠି ବୋଲି ଜଣାପଡିଛି । ସୂଚନାନୁସାରେ, ନାବାଳିକାର ବାପା ତମିଲିନାଡୁକୁ କାମ କରିବାକୁ ଚାଲି ଯାଇଥିବା ବେଳେ ମାଆ ଅନ୍ୟର ଜମିରେ ଧାନ ରୋଇବା ବାକୁ ଯାଇଥିଲା ଏହାର ସୁଯୋଗ ନେଇ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ସମୟରେ ଅପହର୍ତ୍ତା ଜଣଙ୍କ ନାବାଳିକା ବିକାକୁ ସ୍ଫୁ ଟିରେ ବସାଇ ଗାଲେରୀ ରାସ୍ତା ଦେଇ ବ୍ରାହ୍ମଣପଦର ଜଙ୍ଗଲ ରାସ୍ତାରେ ର ଦ୍ରୁତ ଦ୍ରୁତ ଗତିରେ ଚାଲି ଚାଲି ଯାଉଥିଲା ଏହି ୟରେ ନୂଆପଲ୍ଲୀ ଗ୍ରାମର । ବିଲରେ କାମ କରୁଥିବା କିଛି ଲୋକ ଦେଖି କୂଳ ଗା ଗାଲେରୀ ଗ୍ରାମର କିଛି ଯୁବକଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ଗାଲେରୀର ଯୁବକମାନେ ମୁଖ୍ୟ ରାସ୍ତା ଉପରକୁ ଦୌଡ଼ି ଆସି ଅପହର୍ଭାକୁ କାବୁ କରିଥିଲେ ପରେ ନାବାଳିକାର ମାଆ ଥାନାରେ ଏତଲା ଦେଇଥିଲେ ନାବାଳିକାର ମାଙ୍କ ଏତଲାକୁ ଭିତ୍ତି କରି ତାରସିଂ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରଛି ଏହା ସହ ତା ନିକଟରୁ ଏକ ସ୍କୁଟି,୧୧୩୦ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ Rକରାଯାଇଥିବା ଆନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।