ଫେବ୍ରୁଆରି ୭ରୁ ଟ୍ଵେଣ୍ଟି -୨୦ ବିଶ୍ଵକପ
ଫେବ୍ରୁଆରି ୭ରୁ ଟ୍ରେଣ୍ଟି-୨୦ ବିଶ୍ୱକପ୍
ଦୁବାଇ, ୧୧/୯: ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୨୦୨୬ ଟେଣ୍ଟି-୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆସନ୍ତା ଟ୍ରେଣ୍ଟି-୨୦ ବିଶ୍ଵକପ୍ରେ ୨୦ଟି ଦଳ ଅଂଶଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଫେବ୍ରୁଆରି ୭ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଆଇସିସି
୨୦ ଦଳକୁ ନେଇ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ
ନୀତିଗତ ନିଷ୍ପତ୍ତ ନେଇ ସାରିଥିବା ଜଣାପଡ଼ିଛି। ଉଭୟ ଭାରତ ଓ ଶ୍ରୀଲଙ୍କାକୁ ମିଶାଇ ମୋଟ ପାଞ୍ଚଟି ସ୍ଥାନରେ ବିଶ୍ଵକପ୍ର ଏହି ସଂସ୍କରଣ ଖେଳାଯିବ। ପାକିସ୍ତାନର ଖେଳିବାକୁ ଆଖି ଆଗରେ ରଖି ଫାଇନାଲ୍
ଯଦି ଯାଏ, ଚ୍ କଲମ୍ବୋରେ ଖେଳାଯିବା ଅନ୍ୟଥା ଏସିଆ କପ୍ରେ ସେଥିପାଇଁ ଉଭୟ ଦଳ ନିରପେକ୍ଷ ସ୍ଥାନ ୟୁଏଇରେ ମ୍ୟାଚ୍ ଖେଳୁଛନ୍ତି। ତଦନୁଯାୟୀ ପାକିସ୍ତାନ ଫାଇନାଲ୍ ତାହେଲେ ଏହି ମ୍ୟାଚ୍ ଅହ ଅହମଦାବାଦରେ ଖେଳାଯିବା ଏହି ବିଷ ବିଷୟରେ ଆଇସିସି ଆସନ୍ତା କିଛି ଦିନ ଦିନ ମଧ୍ୟରେ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି। ରହିଛି | ସଂପ୍ରତି
T20
ICC MEN’S T20
WORLD CUP
INDIA & SRI LANKA 2026
ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସ୍ଏ, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲାଣ୍ଡ୍, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡ଼ା, ନେଦରଲାଣ୍ଡ୍ସ
ଏହି ବିଶ୍ଵକପୂର ଫର୍ମାଟ୍ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ও ଆମେରିକାରେ ଆୟୋଜିତ ହୋଇଥିବା ୨୦୨୪ ୨୪ ଟେଣ୍ଟି-୨୦ ବିଶ୍ଵକପ୍ ସହ ସମାନ ରହିବା ୨୦ଟି ଦଳକୁ ୪ଟି ଗ୍ରୁପ୍ରେ ବିଭକ୍ତ କରାଯିବା ପ୍ରତି ଗ୍ରୁପ୍ରେ ୫ଟି ଦଳ ରହିବେ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁ ସୁପର-୮କୁ ଉନ୍ନୀତ ହେବେ ସୁପର-୮ରେ ଦୁଇଟି ଗ୍ରୁପ୍ରେ ଚାରିଟି ଲେଖାଏଁ ଦଳ ସ୍ଥାନ ପାଇବେ ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍ ଲ୍ ଟିକେଟ ହାସଲ କରିବେ ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଜେତା ହୋଇଥିଲା । ସେହି ପ୍ରତିଯୋଗିତାରେ ୫୫ ମ୍ୟାଚ୍ ଖେଳାଯାଇଥିଲା । ଏଥର ମଧ୍ୟ ସେହି ୫୫ ମ୍ୟାଚ୍ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ଶେଷ ଥର ଲାଗି ୨୦୧୬ ଏବଂ ଶ୍ରୀଲଙ୍କା ୨୦୧୨ରେ ଟେଣ୍ଟି-୨୦ ବିଶ୍ଵକପ୍ ଆୟୋଜନ କରିଥିଲା | ଆସନ୍ତାବର୍ଷର ପ୍ରଥମ ୪ ମାସରେ କିନ୍ତୁ ଭାରତ ଏକାଧିକ ପ୍ରତିଯୋଗିତା