ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
ଯୁବତୀକୁ ଦୁଷ୍କର୍ମ, ଯୁବକ ଗିରଫ
ରାଇଘର ,୧୧/୯: ଦୁଇ ମାସ ଧରି ଏକ ବନ୍ଦ କୋଠରିରେ ଯୁବତୀକୁ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ କୁନ୍ଦେଇ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି ଅଭିଯୁକ୍ତ ଜଣକ ଝଟିଆରପାରା ଗ୍ରାମର ଡାକେଶ ସାହୁ ବୋଲି ଜଣାପଡିଛି ପୀଡ଼ିତାଙ୍କ ଅଭିଯୋଗ ଅନୁଯାଇ, ୨୦୨୨ ମସିହାରେ ସେ ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ପଢୁଥିବା ବେଳେ ଡାକେଶ ତାଙ୍କୁ ସବୁଦିନ ରାସ୍ତାରେ ପିଛା କରୁଥୁଲା ଚଳିତ ବର୍ଷ ପୀଡିତା ସ୍ଥାନୀୟ ଡିଗ୍ରୀ କଲେଜକୁ ପଢିବାକୁ ଆସୁଥିବା ଜାଣିପାରି ଡାକେଶ ରାଇଘରକୁ ଆସିବା ଆରମ୍ଭ କରିଥିଲା ଗତ ଜୁଲାଇ ମାସରେ ଯୁବତୀ କଲେଜରୁ ଫେରିବା ସମୟରେ ଡାକେଶ ତାଙ୍କୁ ଡରାଇବା ସହ ଧମକାଇ ବାଇକରେ ବଷାଇ ନିଜ ଘରେ ଏକ ଅଲଗା କୋଠରୀରେ ଚାଲା
ପକାଇ ରଖୁଥୁଲା ଅନ୍ୟପଟେ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ କୁ ଦେଇ ଥାନାରେ ଲିଖ୍ତ ଭାବେ ଜଣାଇବା ପରେ ପୁଲିସ ନିଖୋଳ ମାମଲା ରୁଜୁ କରିଥିଲା ପରେ ତାକେଶ ନିଜ ଘର ଭିତରେ ଝିଅକୁ ଲୁଚାଇ ରଖ୍ ଥିବା ଜାଣିପାରି ପରିବାର ଲୋକ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ
କରିଥିଲେ ଅନ୍ୟପଟେ ଯୁବତୀଙ୍କୁ ରକ୍ତ ବନ୍ଦ କଠୋରୀରେ ତରାଇ ଧମକାଇ କୋରଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲା ଗତ କିଛି ଦିନ ପୂର୍ବେ ହୋଇଥିବା ତୀଜା ପର୍ବ ରେ ଝିଅକୁ ନେଇ ଆସିବାପାଇଁ ତାକେଶ କୁ କହିଥିଲେ ପରେ ଚାକେଶ ଯୁବତୀଙ୍କ ସହିତ ତାଙ୍କ ଘରକୁ ଯାଇଥୁଲା ଯୁବତୀଙ୍କୁ
ଘରେ ଛାଜିବା ପରେ ସେ ନିଜ ଘରକୁ ଫେରି ଆସିଥ୍ ରେ ଅନ୍ୟପଟେ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ପୀଡିତା ପରିବାର ଲୋକଙ୍କୁ କହିଥୁଲା ଶେଷରେ ପୀଡିତା ଏନେଇ କୁନ୍ଦେଇ ଥାନାରେ ଲିଖୁତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଡାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।