ଦୁର୍ଗାପୁଜା ପ।ଇ ପାପଡାହାଣ୍ଡି ସହର ଚଳଚଞ୍ଚଳ ହେ ଇ ଉଠିଛି
ଦୁର୍ଗାପୂଜା ପାଇଁ ପାପଡାହାଣ୍ଡି ସହର ହୋଇ ଉଠିଛି ଚଳ ଚଞ୍ଚଳ
ପାପଡାହାଣ୍ଡି ,୧୧/୯:-ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପାପଡାହାଣ୍ଡି ସହର ପୁରା ଚଳ ଚଞ୍ଚଳ ହୋଇ ଉଠିଛି, ପାପଡାହାଣ୍ଡି ସାର୍ବଜନୀନ ଦୁର୍ଗାପୂଜା କମିଟି ବସଷ୍ଟାଣ୍ଡ ର ୨୨ ତମ ଏବଂ ବଂ ଶ୍ରୀ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ମନ୍ଦିର ସାହି ସାହି ଠାରେ ୨୬ ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି, ସାର୍ବଜନୀନ ଦୁର୍ଗାପୂଜା ଠାରେ ସୁହୂ ସୁଦୂର କେନ୍ଦ୍ରାପଡ଼ା ର ମୂର୍ତ୍ତିକାରିଗର କମଳାକାନ୍ତ ବେଦାନ୍ତଙ୍କ ନେତୃତ୍ୱ ରେ ମୂର୍ତ୍ତି କାମ ଚାଲି ଲିଥିବା ବେଳେ ପାପଡାହାଣ୍ଡି ସ୍ଥିତ ତ୍ରିନାଥ ଟେଣ୍ଟ ହାଇସ ମଣ୍ଡପରେ ସାଜସଜ୍ଜା ଚାରଣ କାର୍ଯ୍ୟ ପାଇଁ କୋଲକାତା ରୁ ଦିଲ୍ଲୀ ଦିଲୀପ ଙ୍କ ନେତୃତ୍ୱ ରେ ୨୫ ଜଣିଆ ଜାରି ରିଗର ଦଳ ମେଡ଼ ଓ ତରଣ କାର୍ଯ୍ୟ କରୁଛନ୍ତି ।
ଚଳିତ ବର୍ଷ ପୁରୀ ଜଗନ୍ନାଥ ମନ୍ଦିରର ପ୍ରତିକୃତି ର ମେଡ଼ କାର୍ଯ୍ୟ ଆଗେଇଚାଲିଛି ସେହିପରି ପାପଡାହାଣ୍ଡି ଶ୍ରୀ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ମନ୍ଦିରସାହି ଠାରେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଅନୁଷ୍ଠିତ
ହେଉଥିବ । ବିଜୟାଦଶମୀ ଦୁର୍ଗାପୂଜା ଉପଲକ୍ଷେ ମୂର୍ତ୍ତିକାରିଗର ସ୍ଥାନୀୟ ପିଲକା ଗ୍ରାମର ସୁବାସ ଭଟ୍ଟ, ମେତ୍ର ଏବଂ ତୋରଣ ସାଜସଜା ପାଇଁ କାରିଗର କୋଲକାତା ର ଶୁଭଳିତ ଭୂୟାଁ ଏବଂ ଜଗାଙ୍କ ନେତୃତ୍ୱ ରେ ୧୮ ଜଣିଆ କାରିଗରି ଦଳ ଜନ୍ମାଷ୍ଟମୀ ଭୂମିପୂଜନ ଠାରୁ ନିୟଜିତ ରହିଛନ୍ତି ସେହିପରି
ମଣ୍ଡପରେ ସାଜସଜା ପାଇଁ ଭୁବନେଶ୍ୱର ର ଚିତ୍ତଳାକୁ ଏବଂ ଶିଶିରଙ୍କ ନେତୃତ୍ବ ରେ ୭ଜଣିଆ କାରିଗରି ଦଳ ନିୟଳିତ ରହିଛନ୍ତି, ଏଥି ପାଇଁ ବୃନ୍ଦାବନ ର ପ୍ରେମ ମନ୍ଦିର ପ୍ରତିକୃତି କାର୍ଯ୍ୟ ଆଗେଇ ଚାଲିଛି, ଏଥିପାଇଁ ପୁରା ପାପଡାହାଣ୍ଡି ଠାରେ ସାଜ ସଜ୍ଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।