District

ଭିଜିଲାନ୍ସ ଜ।ଲରେ ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲ ର କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କନିଷ୍ଠ କିରାଣୀ

ଚମ୍ପୁଆ,୧୦/୯ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କେନ୍ଦୁଝରର ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କର୍ମ କନିଷ୍ଠ କିରାଣୀ ରୂପଚାନ୍ଦ ନାୟକ ୟକା ସୂଚନା ମୁତାବ ୨୦୨୪ ମସିହାରେ ଟ୍ରେନିଂ ସ୍କୁଲର ଜଣେ କର୍ମଚାରୀ(ପିଅନ) ସ୍ୱେଚ୍ଛାକୃତ ଅ ପରେ ଅବସର ନେବା । ତାଙ୍କର ଚୂଡାନ୍ତ ପେନସନ କାଗଜପତ୍ର ଏବଂ କେୟା ଦରମା ବିଲ ପ୍ରସ୍ତୁତି ପାଇଁ ରୂପଚାନ୍ଦ ଙ୍କୁ ବାରମ୍ଵାର ଅନୁରୋଧ କରି ଆସୁଥିଲେ । ଏଥିପାଇଁ କିୟୋଗନାଳୀଙ୍କୁ ପେନୁମାନ ବାଗଜପତ୍ର ପ୍ରସ୍ତୁତି ପାଇଁ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଭିଜିଲାନ୍ସ ଜାଲରେ ଚମ୍ପୁଆ ନିକୋଲସନ

ଯାହାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସ ର

ଦିନ ପ୍ରାୟ ଏଗାର ଟା ସମୟରେ ଲାଞ୍ଚ ଟଙ୍କା ନେଉଥ‌ିବା ବେଳେ ଭିଜିଲାନ୍ସ ଟିମ୍ କାର୍ଯ୍ୟାଳୟରେ ଚଢାଉ କରି ରୂପଚାନ୍ଦ ନାୟକଙ୍କ ଠାରୁ ତିରିଶ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ । ଏକା ସଙ୍ଗେ ଭିଜିଲାନ୍ସ ଟିମ ତାଙ୍କର ଙ୍କର ସରକା କାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥଲେ ବିଭାଗ ପକ୍ଷରୁ ରୂପଚାନ୍ଦ ରୂପଚାନ୍ଦଙ୍କୁ ଗିରଫ କ କରାଯିବା ସହ ତାଙ୍କ ବିରୁଦ୍ଧରେ ବାଲେଶ୍ବର ଭିଜିଲାନ୍ସ ପିଏସ କେସ ନଂ ୦୯/୨୫ ৪/৩০- ୭ପିସି ସଂଶୋଧନ ଆଇନ ୨୧୦୮ ରେ ମାମଲା ରୁଜୁ କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଡିଭିଜନ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଇନ୍ସିପେକ୍ଟର ଉଲିପି ବେହେରା, ଏସଆଇ ସୁଶାନ୍ତ ଫରେଷ୍ଟ ଟ୍ରେନିଂ ସ୍କୁଲର କନିଷ୍ଠ କିରାଣୀଓ ବାରିକଙ୍କ ସହ ବାଲେଶ୍ବର ଡିଭିଜନର ଭିଜିଲାନ୍ସ

ଦ୍ୱାରସ୍ଥ ହୋଇଥିଲେ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button