ଇନ୍ଦ୍ରାବତୀ-ନବରଙ୍ଗପୁର ରାସ୍ତାର ପ୍ରଶସ୍ତୀକରଣ ପ।ଇ ଜମି ଚିହ୍ନଟ
ଇନ୍ଦ୍ରାବତୀ-ନବରଙ୍ଗପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ଜମି ଚିହ୍ନଟ
ତେନ୍ତୁଳିଖୁଣ୍ଟି, ୧୦/୯: ନବରଙ୍ଗପୁର -ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ
ଜାରିରହିଛି। ନବରଙ୍ଗପୁର ଠାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଳେ ଇନ୍ଦ୍ରାବତୀ ଇନ୍ଦ୍ରାବ ଅନେ ନକ ସ୍ଥାନ ଜବର ବରଦଖଲରେ ରହିଛି। ସୋମବାର ଠାରୁ ତେନ୍ତୁଳିଖୁଣ୍ଟି ତହସିଲ ପ୍ରଶାସନ ଏବଂ ରାସ୍ତା ନିର୍ମାଣ କର୍ତ୍ତୃପକ୍ଷଙ୍କ ସମେତ ଠିକାସଂସ୍ଥା କର୍ତ୍ତୃପକ୍ଷ ମିଳିତ ଭାବେ ସ୍ଥାନ ଚିହ୍ନଟ ପ୍ରକ୍ରି ଆରମ୍ଭ କରିଛନ୍ତି । ଇତି ମଧ୍ଯରେ ଆଉଁଳିଗୁମା ଛକ ଠାରୁ ଇନ୍ଦ୍ରା ଇନ୍ଦ୍ରାବତୀ ମୁଖ୍ୟ ଦପ୍ତର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵର୍ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ଜବରଦଖଲ ରେ ଥିବା ସ୍ଥାନ ଗୁଡିକ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ପ୍ରଦାନ କରାଯିବା ନେଇ ସୂ ସୂଚନା ମିଳିଛି। ଛି। ମୁଖ୍ୟ ରାସ୍ତାର ମ ଉଭୟ ପାର୍ଶ୍ଵର୍ରେ ୩୩ ଫୁଟ ଲେଖାଏଁ ମୋଟ ୬୬ ଫୁଟ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ପ୍ରକ୍ରିୟାରେ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟର ରାଜସ୍ବ ବିଭାଗ ର ସୁମିତ୍ରା ବେହେରା, ସନ୍ତୋଷ ସନ୍ତୋଷ ଗରଡ଼ା, ସନ୍ତୋଷ ମାହାଙ୍କୁଡ, ବଳରାମ ହରିଜନଙ୍କ ସମେତ ମେତ ଇଂ ଉମ ଉମାକାନ୍ତ ବେ ହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।