District
ନବରଙ୍ଗପୁର ର ସହରାଞ୍ଚଳ ବିକାଶ ଓ ସୃଚତ। ପ।ଇ ନବରଙ୍ଗପୁର ବିଧାୟକ ଓ ଜିଲ୍ଲାପାଳ ପରିଦର୍ଶନ
ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ବଚ୍ଛତା ପାଇଁ ମାନ୍ୟବର ବିଧାୟକ ନବରଙ୍ଗପୁର ଏବଂ ଜିଲ୍ଲାପାଳଙ୍କ ପରିଦର୍ଶନ
ନବରଙ୍ଗପୁର ୧୦।୯ ସକାଳ ១.११० ศิ ସମୟ ରେ
ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁ ପାଇଁ ନବରଙ୍ଗପୁର ପୌରାଞ୍ଚଳର ସୁଚ୍ଛତା, ସାହି ରାସ୍ତା, ସ୍ତା, ନାଳ ର୍ନିମାଣ,ରାସ୍ତା ଓସାର, ରିଙ୍ଗ ରୋଡ ଓସାର, ମାଝୀଗୁଡ଼ା ଓ, ସୁବାସ ବୋଷ ଚୌକ, ଚଉଁରିଆଗୁଡା ଟ୍ରାଫିକ ଜଙ୍କସନ, ଅତିରିକ୍ତ ସର୍କିଟ ହାଉସ ର୍ନିମାଣ, ମିଷ ବଜାର ର ର୍ନିମାଣ ଉପରେ ଗୁରୁତ୍ବ ଗୁ ଦେଇ ବିଭିତ୍ତ ସ୍ଥାନ ପରିଦର୍ଶନ କରିଥିଲେ । ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସଂପତ, ପୌରପାଳିକା ଅଧ୍ଯକ୍ଷ କୁନୁ ନାୟକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅଧୂକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହର୍ନିମାଣ କେ କନ୍ଧପାନି, ଅଧୂକ୍ଷଣ ଯନ୍ତ୍ରୀ ଟି ପି ଏସ ଓ ଡି ଏଲ ସିବେଶ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି କ।ଉସିଲର