District

ଜୟପୁର ଡିଏଚ୍ଏଚ୍ ୧୦୭ ଡକ୍ଟର ପଦ ଖ।ଲି

ଜୟପୁର ଡିଏଚଏଚ ୧୦୭ ଡାକ୍ତର ପଦ ଖାଲି

କୋରାପୁଟ, ୧୦/୯ : ୭ବିଭାଗରେ ନାହାନ୍ତି ଜଣେ ବି ବିଶେଷଜ୍ଞ । ଖାଲି ପଡ଼ିଛି ୧୦୭ ଡାକ୍ତର ପଦବି | ନିଶ୍ଚେତକ ବିଶେଷଜ୍ଞ ନଥିବାରୁ ହୋଇପାରୁନି ସର୍ଜରି ଗୁରୁତର ରୋଗୀ ଚିକିତ୍ସା ପାଇଁ ଆସିଲେ ପ୍ରାଥମିକ ଚିକିତ୍ସା କରି ସ୍ଥାନାନ୍ତର କରୁଛନ୍ତି କର୍ତ୍ତୃପକ୍ଷ ମାତ୍ର ୩୦% ଡାକ୍ତରଙ୍କୁ ନେଇ ରୋଗୀ ସେବା ଚାଲିଥିବାରୁ ଜିଲ୍ଲା ସଦର ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ମିଳିପାରୁନି ଉନ୍ନତ ସେବା ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଲୋକ ପ୍ରତିନିଧି

ଆଦିବାସୀ ଅଧ୍ଯୁଷିତ କୋରାପୁଟ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବାକୁ

ପଦକ୍ଷେପ ନେଇଛନ୍ତି ସରକାର କୋରାପୁଟରେ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ପ୍ରତିଷ୍ଠା ପରେ ଜୟପୁରରେ କାର୍ଯ୍ୟକାରୀ ହୋଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ରୋଗୀ ସେବା କ୍ଷେତ୍ରରେ ଡିଏଚ୍ଏଚ୍ ପ୍ରମୁଖ ଭୂମିକା ତୁଲାଇ

୦ ପ୍ରତିଶତ ଡାକ୍ତରରେ ଚାଲିଛି

ମେଡିକାଲ୍ କଲେଜ ଅପେକ୍ଷା ଚିକିତ୍ସିତ ହେଉଛନ୍ତି ଅଧିକ ରୋଗୀ

୭ ବିଭାଗ ବିଶେଷଜ୍ଞ ଶୂନ୍ୟ, ନାହାନ୍ତି ନିଶ୍ଚେତକ ହୋଇପାରୁନି ସର୍ଜରି, କେବଳ ଚାଲିଛି ରେଫର୍

ଆସୁଛି। ସ୍ଵାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ପାଇଁ ୧୫୬ ଡାକ୍ତରୀ ପଦବିକୁ ଅନୁମୋଦନ ମିଳିଥିବା ବେଳେ ଡିଏଏଚ୍ରେ କାମ କରୁଛନ୍ତି ମାତ୍ର ୪୯ ଡାକ୍ତର ୧୦୭ ଡାକ୍ତର ନଥିବାରୁ କେମିତି ଚାଲିଛି ସ୍ବାସ୍ଥ୍ୟସେବା ଏଥିରୁ ସହଜେ ଅନୁମେୟ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button