District

ସ୍କୁଲ ଛାତ୍ର ବ।ସରେ ଅଧିକାରୀଙ୍କ ତଦାରଖ

ସ୍କୁଲ, ଛାତ୍ରାବାସରେ ଅଧୂକାରୀଙ୍କ ତଦାରଖ

ସ୍କୁଲରେ ଅଧୂକାରୀମାନେ ଆଲୋଚନା କରୁଛନ୍ତି।

ନନ୍ଦପୁର /ପାଡ଼ୁଆ, ୯/୯

ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ସଦର ମହକୁମା ସ୍ଥିତ ଛାତ୍ରାବାସରେ ପଞ୍ଚମଶ୍ରେଣୀ ଛାତ୍ରଙ୍କ ମାଡ଼ରେ ପ୍ରଥମଶ୍ରେଣୀ ଛାତ୍ର ଗୁରୁତର ଘଟଣାର ଯାଞ୍ଚ ପାଇଁ ସୋମବାର ବିଡିଓ ଦୁର୍ଗା ପ୍ରସାଦ ଦୋରା, ଏବିଇଓ ମମତାଜ ଗମାଙ୍ଗ ।ଙ୍ଗ, ସିଆରସିସି ମନୋଜ ଦାସ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଝସ କେତନ ବେହେରା ପ୍ରମୁଖ ଓ ଛାତ୍ରାବାସରେ ସ୍ଥିତି ପରଖ୍ ଥିଲେ। ପ୍ରଧାନଶିକ୍ଷକ ମାଲେସ ଶବର, ଅନ୍ୟ ଶିକ୍ଷୟିତ୍ର ସ୍କୁଲ ୟିତ୍ରୀ ଶିକ୍ଷକ, ରୋଷେୟା ସିସିଏ,

ଅନ୍ତେବାସୀ ଘଟଣା ଛାତ୍ରଙ୍କ ମ।ରପିଟ ଘଟଣ।

ବିଦ୍ୟାଳୟ ଛାତ୍ରୀଛାତ୍ର ଓ ଅନ୍ତେବାସୀଙ୍କ ସହ ଆଲୋଚନ ଚନା କରିଥିଲେ। ଛାତ୍ରାବାସ ପରିଚାଳନା ଦାୟିତ୍ଵରେ ରେ ୨ଜଣ ଶିକ୍ଷକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଛାତ୍ରାବାସରେ ଥିବା ଆନୁଷଙ୍ଗିକ ଅସୁବିଧା ଯଥା ଗଳି ଆଲୁଅ, ପାନୀୟଜଳ ବ୍ୟବସ୍ଥା, ଅତିରିକ୍ତ ଶ୍ରେଣୀଗୃହ, ରୋଷେଇ ଗୃହ, ଖାଇବା କକ୍ଷ, ଶୌଚାଳୟ ଓ ସୁରକ୍ଷା ପାଚେରୀ ଆଦି ଭିତ୍ତିଭୂମିର ବିକାଶ କରିବାକୁ ଜିଲାପାଳ ଓ ଡିପିଇପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button