District

ସୁନ। ଚେନ୍ ଲୁଟେର। ଗିରଫ

ସୁନା ଚେନ ଲୁଟେରା ଗିରଫ ।

ନବରଙ୍ଗପୁର ରୁ ୯/୯/୨୫:-ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଡି ବ୍ଲକର ଅଞ୍ଚଳଗୁମା ପଂଚାୟତ ସଦର ଦର ମହକୁମାର ନାରାୟଣ ବିଷୋୟୀଙ୍କ ଝିଅ ଗ୍ରେସୀମଣି ବିଷୋୟୀ ସନ୍ଧ୍ୟା ସମୟରେ ୟରେ ନିଜ ସାହିରେ ଥୁବା ନକୂପରୁ ପାଣି ଆଣିବା ସମୟରେ ଜଣେ ଦୁର୍ବୃତ ବେପାରୀ ଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଚମ୍ପଟ ମାରିଥିଲା | ଏନେଇ ପରିବାର ପକ୍ଷରୁ ଗତ ୫ ତାରିଖରେ ତେନ୍ତୁଳୀଖୁଣ୍ଟି ଥାନାରେ ତଲା ଦିଆଯାଇଥିଲା ତାଙ୍କ ଏତଲ ଅଭିଯୋଗକୁ ଭିତ୍ତିକରି ଥାନାରେ କେସ ନଂ ୧୮୯/୨୫ ରେ ଏକ ମାମଲା ଲା ରୁଦ୍ଧ କରାଯିବା ସହି ସ‌ହିତ ଥାନା ଅଧିକାରୀ ପ୍ରଣବ କୁମାର ର ଟୁତୁଙ୍କ ନେତୃତ୍ବରେ ସବ ଇନ୍ସପେକ୍ଟର ମହେଶ୍ବର କି କିର୍ଷାନୀ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ | ଗତ ୭ତାରିଖରେ ପୂଜାରୀଗୁଡା ଗ୍ରାମର ତ୍ରିବେଣୀ ଛକ ଛ ଠାରେ ଚମ୍ପଟ ମାରିଥିବା ଲୁଟେରାକୁ ଗିରଫ କରିବ ରିବାରେ ସଫଳ

ହୋଇଛି | ଗିରଫ ହୋଇଥିବା ଲୁଟେରା ଜଣକ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଡୁମୁରୀପଦର ଗ୍ରାମ ନିଳ ଦଣ୍ଡସେନା(୨୧)ବୋଲି ଜଣାପଡିଛି | ଅଭିଯୁକ୍ତଙ୍କ ଠାରୁ ଅଢେଇ ତୋଳା ସୁନାଚେନ ଉଦ୍ଧାର ନଂ ୩୦୯(୬)ଭାରତୀୟ ଆ ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ନ ଉଦ୍ଧାର କରାଯିବା ପରେ କେସ ଆଇନ ସହାୟତାରେ ଏକ ମାମଲା

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button