District

ନବରଙ୍ଗପୁର ଜିଲ୍ଲା ଦୃଷ୍ଟି ହୀନ ବ୍ଯକ୍ତି ସାହାଯ୍ୟ ପାଇଁ କରୁଣ ଆବେଦନ

15:18

%

LOAN

Vo)) LTE

64%

ଜିଲ୍ଲା ନବରଙ୍ଗପୁର,ତ।୮/୯

ଏହି ଦିବ୍ୟାଙ୍ଗ ଦୃଷ୍ଟିହୀନ ବ୍ୟକ୍ତି ଜଣକ ଆମ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୂନସୁ ଜୁନାପାଣି ଗାଁର ବୋଲି କହୁଛି । ବଡ ଦୁଃଖ ଓ କଷ୍ଟରେ ନିଜ ନାବାଳକ ସ୍କୁଲ ଯିବା ପୁଅକୁ ସାଙ୍ଗରେ ଧରି ଭିକ୍ଷ୍ୟା ବୃତ୍ତ କରି ଚଳୁଛି । ଜିଲ୍ଲା ପ୍ରଶାସନକୁ ମୋର ଅନୁରୋଧ ମାସକୁ Rs. 3500/- ଟଙ୍କା ପେନସନ ମିଳିବାର ବ୍ୟବସ୍ଥା କଲେ ଭଗବାନ ପ୍ରଶାସନକୁ ଆଶୀର୍ବାଦ

କରବେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button