District

ସତ ଧରିବେ ମୋହନ ସରକାର

ସତ ଧରିବେ ମୋହନ ସରକାର

ହିଞ୍ଜିଳିକାଟୁ ,ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ଏବଂ ବିଭିନ୍ନ କାର୍ଯ୍ୟ ଉପରେ ମୋହନ ସରକାର ତଦନ୍ତ କଲେ ସତ୍ୟ ଘଟଣା ପଦାକୁ ଆସିବ ବୋଲି ହିଞ୍ଜିଳି ହିଞ୍ଜିଳି ବ୍ଳକରେ ବ୍ଳକ ଆଲୋଚନା ହେଉଛି। ଏହି ଯୋଜନାରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ९०० ଦିନର କାମ ଯୋଗାଇ ସରକାରଙ୍କ ନିୟମ ଅନୁସାରେ ମଜୁରୀ ପ୍ରଦାନ ବ୍ୟବସ୍ଥା ରହିଛି । କିନ୍ତୁ ମନରେଗା ଶ୍ରମିକଙ୍କ ଦୈନିକ ଦୈନିକ ମଜୁରୀ ମଜୁରୀ ଦୁର୍ନୀତିର ପଲଙ୍କରେ ଗାଁରେ ବନ୍ଧା ପଡିଯାଇଛି । ମଜୁରୀ ବାବଦରେ ମିଳୁଥିବା ଅର୍ଥ ଯଥେଷ୍ଟ ନୁହେଁ ବୋଲି ଗଞ୍ଜାମ । ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି

ଅନ୍ତର୍ଗତ ପଲ୍ଲୀପଦ୍ମନାଭପୁର ଠାରୁ ତାଳ ପାହାଡ ନାଳର ପୁନଃରୁଦ୍ଧାର, ମକରଝୋଳ ମନରେଗା କାର୍ଯ୍ୟରେ ନିୟୋଜିତ ଥ‌ିବା ଅଣକୁଶଳୀ ମହିଳା ଓ ପୁରଷ ଶ୍ରମିକଙ୍କ ଅଭିଯୋଗ କରିଛନ୍ତି । କାର୍ଯ୍ୟର ଥିବା ଥ୍ ଅଣକୁଶଳୀ ଶ୍ରମିକଙ୍କ ସୂଚନା ଅନୁଯାୟୀ ମନରେଗା ସୂଚନା ଫଳ ଳକରେ ଲେଖାଯାଇଛି ।ଇଛି। ୨୭୩ ଟଙ୍କା ଦୈନିକ ମଜୁରୀ କିନ୍ତୁ ଛୁ ଆ ଆମକୁ କଠିନ ୧୭୦ ଟଙ୍କା। କିନ୍ତୁ ପଥୁରିଆ ମାଟିକାମରେ ପ୍ରଦାନ କରାଯାଉଛି ମାଷ୍ଟର ରୋଲରେ କେତେ ଲେଖାଯାଉଛି 이외 ସେମାନଙ୍କୁ ଅଗୋଚରରେ ରହିଛି ବୋଲି ସେମାନେ ଆମ କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି। ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ | ମଧ୍ଯ ବିଭାଗୀୟ ଅଧୂକାରୀଙ୍କ ଚିନ୍ତାଧାରା ବଦଳିବା ନଥୁବା ସ୍ଥାନୀୟ ଅଞ୍ଚଳରେ ଦେଖୁବା ମିଳିଛି। କିଛି ଶିକ୍ଷିତ ଶ୍ରମିକ ଉକ୍ତ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ଅଶିକ୍ଷିତ ଶ୍ରମିକଙ୍କୁ ମନରେଗା କାର୍ଯ୍ୟ କରିବା ମଧ୍ୟ ରହିଛି । ସୁଚନାଫଳକକୁ ନେଇ ଶିକ୍ଷିତ ଶ୍ରମିକଙ୍କ ସଚେତନତାରେ ସକ୍ରିୟତାରେ ଅଧିକାରୀ ଲୁଟିବାରେ ସଫଳ ହେବେ ନାହିଁ ତ ବୋଲି ସାଧାରଣରେ ପ୍ରକାଶ ପାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button