ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭ।ରତମେଳ। ରାସ୍ତା ର ପ୍ରକଳ୍ପ ୨ ଟନେଲ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାରତମାଳା ପ୍ରକଳ୍ପର ୨ ଟନେଲ
ସୁନ।ବେଡ।, ୮/୯
କେନ୍ଦ୍ର ସରକାର ଙ୍କ ପକ୍ଷରୁ ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ – ରାୟପୁରଠାରୁ ବିଶାଖାପାଟଣା ଯାଏ ଭାରତମାଳା ପ୍ରକଳ୍ପ ନିର୍ମାଣ ହେଉଛି। ଏହି – ପ୍ରକଳ୍ପ ଜରିଆରେ ପ୍ରାୟ ୪୬୫ କି.ମି. ୬ ଥାକିଆ ରାସ୍ତା ମଧ୍ଯ ନିର୍ମାଣ ହେଉଛି | ରାସ୍ତାର = ९१४ କି.ମି. ରାସ୍ତା ୪୬୦୦ କୋଟି ଟଙ୍କା ବ୍ୟୟ ୟ ଅଟକଳରେ କେବଳ କୋରାପୁଟ ଜିଲାରେ ନିର୍ମାଣ ହୋଇଛି। ପଟ୍ଟାଙ୍ଗି ବ୍ଲକ #ଅଧୀନ ଶୁକ୍ଳ ଅଞ୍ଚଳରେ ୨ଟି ଅତ୍ୟାଧୁନିକ ଟନେଲ୍ ନିର୍ମାଣ କରାଯାଉଛି। ଏହା ଓଡ଼ିଶାର ପ୍ରଥମ ଉଚ୍ଚତମ ସୁଡ଼ଙ୍ଗର ମାନ୍ୟତା ପାଇବ । ” ଏହି ୨ ସୁଡ଼ଙ୍ଗର ଦୂରତା ୩.୪୨ କି.ମି ଓ – ୨.୮ କି.ମି ରହିଛି। ରାସ୍ତା ନିର୍ମାଣ କାର୍ଯ୍ୟ ସରିବା ପରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଥିବା ଗ୍ରାଫିକ ସମସ୍ୟାର ସମାଧାନ # ହେବ ଯାହାଦ୍ୱାରା ବିଶାଖାପାଟଣାକୁ # ଜରୁରୀକାଳୀନ ପରିସ୍ଥିତିରେ ଯାଉଥିବା # ଯାତ୍ରୀଙ୍କ ଗ୍ରାଫିକ ସମସ୍ୟା ଦୂର ହେବା . . . ସହ ସମୟ ବଞ୍ଚିବ ବୋଲି ସ୍ଥାନୀୟ ବାସିନ୍ଦା ” କହିଛନ୍ତି। କୋରାପୁଟ ଜିଲା ସୀମାରେ ଥିବା ପର୍ବ ଘାଟ ପର୍ବତ ମାଳା ଶଙ୍କି ପାଗିରେ
ଚଳିତବର୍ଷ ଶେଷ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ
ସମୁଦ୍ର ପତନଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚ ଘାଟି ରାସ୍ତାରେ ନିର୍ମାଣ ହେଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଉଛି। ଏହାକୁ ନେଇ ଅଞ୍ଚଳବାସୀ ଉତ୍ସାହିତ ଥବା ବେଳେ ଚଳିତବର୍ଷ ଶେଷରେ
ଭାରତମାଳା ପ୍ରକଳ୍ପର ୨ ସୁଡ଼ଙ୍ଗ ।
ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ରାସ୍ତା ନିର୍ମାଣ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲାର ୮୭୩ ହେକ୍ଟର ବେସରକାରୀ ଜାଗା, ୩୦୭ ହେକ୍ଟର ସରକାରୀ ଜାଗା ଏବଂ ୩୬୩ ହେକ୍ଟର ଜଙ୍ଗଲ ଜାଗା ଅଧୂଗ୍ରହଣ କରାଯାଇଛି। ସେହିପରି ଜଙ୍ଗଲ ରାସ୍ତାରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାଜା ନିର୍ମାଣ ହେବା
ପ୍ରାବଧାନ ରହିଛି। ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ଟନେଲ୍ ରାସ୍ତା ଚନ୍ଦକା ନିକଟ ବାରଜ ଗାଁଠାରୁ ଆରମ୍ଭ ହୋଇ କାନ୍ଦିଲିଠାରେ ସରିଛି ଆନ୍ଧ୍ର ପଟୁ ଓଡ଼ିଶାକୁ ଆସୁଥିବା ଟନେଲ ରାସ୍ତା ଗୁରୁଲିଠାରୁ ଆରମ୍ଭ ହୋଇ ଅମ୍ଫାବାଲି ଗାଁରେ ଶେଷ ହୋଇଛି ଏହି ପ୍ରକଳ୍ପ ଦ୍ବାରା ଜିଲାର ଅର୍ଥନୈତିକ ଅଭିବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।