District

ଜିଲ୍ଲାପାଳଙ୍କ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ

ଜିଲ୍ଲାପାଳଙ୍କ ୱାନ ଷ୍ଟପ ସେଣ୍ଟର ପରିଦର୍ଶନ

ନବରଙ୍ଗପୁର,ତା୮/୯

ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ୱାନ ଷ୍ଟପ ସେଣ୍ଟରରେ ରହୁଥ‌ିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ସୁବିଧା ବିଷୟ ବିଷୟରେ ପଚାରି ବୁଝିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ

ସମୟରେ ଆଇଏସଆରଡି ନିର୍ଦ୍ଦେଶକ ସୁଧୀର ସାବତ, କେନ୍ଦ୍ର ପରିଚାଳିବ ରଞ୍ଜିତା ସାହୁ ସାହୁ, ଆଇନ ପରାମର୍ଶଦା କିଶୋରୀ ପଟ୍ଟନାୟକ, ମନସ୍ତତ୍ଵବି ସ୍ମରଣ ସ୍ମରଣିକା ପଟ୍ଟନାୟକ, କେଶ କାର୍ଯ୍ୟକର୍ତ୍ତା ପିନି ଖୋସଲା, ଜସ୍ମିନ ସିଂ, , ସ୍ବାସ୍ଥ୍ୟକର୍ମୀ ଦାମିନୀ ବାଳା ନାୟକ, ଟୁନି କନ୍ଦପନ ମଲଟି ପରପୋଜ ୱାର୍କର ସ୍ବର୍ଶଲତା ବାଘ ଓ ସୁମିତା ଗରଡ଼ା ପ୍ରମୁଖ ଉପ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button