District

ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ରେ କେନ୍ଦୁଝର ଜିଲ୍ଲାର ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷ। ମନ୍ତ୍ରୀ ଦୂର। ସମ୍ଵର୍ଦ୍ଧିତ

ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ରେ କେନ୍ଦୁଝର ଜିଲ୍ଲାର ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ସମ୍ବନ୍ଧିତ

ଓଡ଼ିଶା, ଭୁବନେଶ୍ଵର, ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ

କେନ୍ଦୁଝର, ୦୭/୦୯ ଭୁବନେଶ୍ବର ଗୀତ ଗୋବିନ୍ଦ ସଦନ ଠାରେ, ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ୩୧ ତମ ବାର୍ଷିକ ଉତ୍ସବ ଓ ଗୁରୁ ଦିବସ ସେପ୍ଟେମ୍ବର ୫ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସଂଘ ର ସଭା ପତି ଡଃ ଉପେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିକ୍ଷକ ସମାବେଶରେ ମାନ୍ୟବର ବିଦ୍ୟାଳୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପବିତ୍ର ରାଜ୍ୟ ସୁରୀୟ ଗୁରୁ ଦେତୁ ସମ୍ମାନିତ କରିଥିଲେ। ଉଇ ଶିକ୍ଷୟିତ୍ରୀ ଶିକ୍ଷା ମନ୍ତ୍ରୀ ଙ୍କ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଅଛି ଆଦର୍ଶ

ହୋଇ ଥିବା ବେଳେ ଜଣେ ଆଦର୍ଶ ପାଚିକାଙ୍କୁ ସମ୍ବନ୍ଧିତ କରାଯାଇଛି। ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟାପକ ଆଲୋକ କୁମାର ପଲେଇ, ଘଟଗାଁ ତାରିଣୀ ବାଳିକା ବିଦ୍ୟାଳୟ ର କ୍ରିଡ଼ା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମୟୀ ସାହୁ, ଜନତା ବିଦ୍ୟା ପୀଠ, ଲୋଳବେତା ର ସହକାରୀ ଶିକ୍ଷକ, ସୁଧାଂଶୁ ଭୂଷଣ ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇଶା ର ଶିକ୍ଷୟିତ୍ରୀ ସଂଘମିତ୍ରା ସାହୁ, କଳିଙ୍ଗ ନଗର ସି ଆର୍ ସି ସି ଓ ବିଭିନ୍ନ ପିଏମଶ୍ରୀ ସରକାରୀ ୟୁ ଜି ୟୁପି ସ୍କୁଲ ନିୟୁ ବଡ଼ବିଲ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ଭଞ୍ଜ, ଗୁରୁ କଳିଙ୍ଗନଗର ବାଳିକା ବିଦ୍ୟାଳୟ, ମାଟ୍ ପୂଜନ ଉତ୍ସବ ରେ କେନ୍ଦୁଝର ଜିଲ୍ଲାର ସମ୍ବର୍ଦ୍ଦିନ ସରକାରୀ (୬ ଏସଡ଼ି) ହାଇସ୍କୁଲ, ମାଟକାମ୍ ଦ୍ବାରା ସମ୍ବନ୍ଧିତ । କେନ୍ଦୁଝର ବେଡା ର କ୍ରୀଡା ଶିକ୍ଷକ ପରମାନନ୍ଦ ସେଠୀ, ପାଚିକାଙ୍କୁ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାଏକ ଏବଂ

ରାଧାକୃଷ୍ଣ ବିଦ୍ୟା ପୀଠ, କୁଣ୍ଡାପିଠା ର ଆଦର୍ଶ ପାଚିକା ଶାନ୍ତି ନାଏକ ଙ୍କୁ ଗଣ ଶିକ୍ଷାମନ୍ତ୍ରୀ ସମ୍ମାନିତ କରିଥିଲେ । ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ, ଓଡ଼ିଶାର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପ୍ରଣବ ରାଉତରାୟ, ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ, ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟ କାରୀ ସଭାପତି ଡଃ ଅର୍ଜୁନ କୁମାର ବିଶ୍ଵାଳ, ଉପ ସଭାପତି କୈଳାସ ଚନ୍ଦ୍ର ମିଶ୍ର . କାର୍ଯ୍ୟ କାରୀ ସଦସ୍ୟ ବିଜୟ କୁମାର ପଲେଇ, ଗଙ୍ଗାଧର ସେନାପତି ଓ ସୁରେନ୍ଦ୍ର ନାଥ ପଣ୍ଡା ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଏହି ରାଜ୍ୟ ସ୍ତରୀୟ ୧୧ ଜଣ ଶିକ୍ଷକ ଓ । ସଂଘ ର ସ୍ମରଣିକା “ଶିକ୍ଷକ ବାର୍ତ୍ତା ” ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ଓ ଅର୍ପଣ କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button