BhanjanagarDistrictHealth

କୃଷି ବିଭାଗ କାଯ୍ୟାଳୟରୁ ନାଗସାପ ଉଦ୍ଧାର

ଭଞ୍ଜନଗର,୦୭/ ୯ : ଭଞ୍ଜନଗର ଗୋଷ୍ଠୀ କୃଷି ଅଧିକାରୀଙ୍କ କାଯ୍ୟାଳୟ ପରିସର ରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି କାଯ୍ୟାଳୟ ଗୋଦାମ ଗୃହରେ ଥିବା ନେଇ କର୍ମଚାରୀ ମାନେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button