ରାସ୍ତା ର ଅବସ୍ଥା ଶୋଭନୀୟ
ରାସ୍ତା ଅବସ୍ଥା ଶୋଚନୀୟ
ବୈପାରିଗୁଡା,୭/୯ : କୋରାପୁଟ ଜିଲ୍ଲାର
ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଚିତ ଏ ଚାରିଆଡେ ଜଙ୍ଗଲପାହାଡ ଘୋରି ରହିଥିବା ବେଳେ ସେମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତାଘାଟ।
ରାଜ୍ୟସରକାର ଗାଁଗହଳିକୁ ଦୁର୍ଗମ ଅଞ୍ଚଳ ସହିତ ଯୋଡିବା ନେଇ ନୂଆନୂଆ ଯୋଜନା କରି ଜନସ ଜନସାଧାରଣଙ୍କୁ ଉପକୃ କରୁଥିବା ସ୍ଥଳେ କିଛି ସରକାରୀ ଅଧିକାରୀ କିମ୍ବା ପ୍ରଶାସନର ଅବହେଳା ଯୋଗୁଁ ତାହା ଫଳପ୍ରଦ ହେଉପାରୁ ନ ନଥିବାର ଦେଖିବାକୁ ମିଳିଛି। ଗତ କିଛି ସପ୍ତାହ ଲଗାଣ ବର୍ଷା ଜାରି ରହିବା ପରେ ପାହାଡରୁ ବର୍ଷାଜଳ ଗୁ ଗୁଡିକ ତଳକୁ ଆସି ରାସ୍ତାଘାଟକୁ ଖାଇ ଦେବା ସହ ରାସ୍ତାରେ ବଡବଡ ଖାଲଗୁଡିକ ସୃଷ୍ଟି ହୋଇଛି। ରାସ୍ତା କରିବା କମ୍ପାନୀ ମଧ୍ଯ ଉପଯୁକ୍ତ ଯୁକ୍ତ ସ୍ଥାନ ନ ଦେଖୁ କଲଭଟ ନିର୍ମାଣ କରିବା ଫଳରେ ମଧ୍ୟ କିଛି ଲୋକେଙ୍କ ଚାଷ ଜମି ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏମିତି କିଛି ଦୃଶ୍ୟ ଦେଖୁବାକୁ ମିଳିଛି ବୈପାରିଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିପଡା ଠାରେ। ଏହି ଗାଁ ଦେଇ ଆଖପାଖ ଗାଁ ସହିତ କିଛି ପାହାଡିଆ ଦୁର୍ଗମ ଗାଁକୁ ରାସ୍ତା ରହିଥିବା ବେଳେ ରାସ୍ତା ନିର୍ମାଣ ଅଧାରେ
ଲୋକେ ବ୍ଲକ ସଦରମହକୁମାକୁ ଯାତାୟକ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖୁବାକୁ ମିଳିଛି। ତେବେ ଏମାନଙ୍କ ଗୁହାରୀ ପ୍ରଶାସନ ଶୁଣୁନଥିବା ମଧ୍ୟ ଅଭିଯୋଗ କରିଥିଲେ ଅଞ୍ଚଳବାସୀ । ରାଜ୍ୟସରକାର ଏହି ସମସ୍ୟା ପ।ଇ ।