District

ସୁରୁନି ଲମତାଗୁଡ। ପୋଲ ନିର୍ମାଣ

ସରୁନି ଲମତାଗୁଡ଼ା ପୋଲ ନିର୍ମାଣ

ଧାର୍ଯ୍ୟ ଅବଧି ଶେଷ ହୋଇ ୨୧ ମାସ ବିତିଲା

ତେନ୍ତୁଳିଖୁଣ୍ଟି, ୭|୯: ଧାର୍ଯ୍ୟ ଅବଧି ସରିବାର ୨୧ ମାସ ବିତିଗଲା। ତଥାପି ଲମତାଗୁଡ଼ା ପୋଲ ନିର୍ମାଣ କାର୍ଯ୍ୟ ସରିବାର ନା ନେଉନି ଠିକାଦାରଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ୟା ହେଉଛି। ଅନ୍ୟପକ୍ଷେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ । ସମ୍ପନ୍ନ ହୋଇପାରୁନଥିବା ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି।

ଇନ୍ଦ୍ରାବତୀ – ତେ ଢ଼ୁ ଳି ଖୁଣ୍ଟି

ପ୍ରୋଜେକ୍ଟ ରାସ୍ତାର ଲମତାଗୁଡ଼ା ନିକଟରେ

ଏକ କଲଭର୍ଟ ନିର୍ମାଣ ହୋଇଥିଲା | ବର୍ଷା

ଦିନେ ଉକ୍ତ କଲଭର୍ଟ ଉପରେ ତିନି ଫୁଟ

ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁଁ

ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲା । ପରବର୍ତୀ

ସମୟରେ ପ୍ରକଳ୍ପ ରାସ୍ତା ପୂର୍ଷ ବିଭାଗ ଅଧୀନକୁ

ଯିବାପରେ ରାସ୍ତା ପ୍ରଶସ୍ତୀକରଣ ହୋଇଥିଲା ।

ଏଥିସହ ଲମତାଗୁଡ଼ା କଲଭର୍ଟ ସ୍ଥାନରେ ଉଚ୍ଚା ପୋଲ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା ଏହାପରେ ପୂର୍ଷ ବିଭାଗ ପକ୍ଷରୁ ୨୧.୬.୨୦୨୨ ମସିହାରୁ ୬ କୋଟି ୧୩ ଲକ୍ଷ ୪୦ ହଜାର ୮୬୪ ଟଙ୍କା ବ୍ୟୟ ଅଟକଳରେ ନୂତନ ପୋଲ କାମ ଆରମ୍ଭହୋଇଛି। କାର୍ଯ୍ୟ ଶେଷ ତାରିଖ ୨୦.୧୨.୨୦୨୩

ଯୋଗୁଁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ଫଳରେ ସାଧାରଣ ଜନତାଙ୍କୁ ଅସୁବିଧା ଭୋଗିବାକୁ ପଡୁଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ ଲମତାଗୁଡ଼ା କଲଭର୍ଟ ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଜନସାଧାରଣ ହଇରାଣ ହେଉଛନ୍ତି। ଗତବର୍ଷ ମଧ୍ୟ ଲିମତାଗୁଡ଼ା କଲଭର୍ଟ ଉପରେ ବର୍ଷା ଜଳ ପ୍ରବାହିତ

ହୋଇଥିବା ଯୋଗୁଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ପୂର୍ତ ବିଭାଗ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ଜମି ଅଧିଗ୍ରହଣ ଟଙ୍କା ପ୍ରଦାନ ହୋଇନଥିବା ଯୋଗୁଁ ଲୋକେ କାମ କରିବାକୁ ଦେଉନଥିବା ଯୋଗୁଁ ବିଳମ୍ବ ହେଉଥିବା ପ୍ରକାଶ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button