DistrictRayagada

ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ରାମନାଗୁଡା, ୦୭/୦୯: ଗତ କାଲି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଳକ ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଦୃଘଟଣା ଘଟିଯାଇଛି।

ସ୍ତାନିୟ ଲୋକ ସେହି ବ୍ୟକ୍ତି କୁ ମେଡିକାଲ ଆଣିବାରେ ଚିକିତ୍ସା ଚାଲିଥିବା ସମୟରେ କେ ମହନ ବ୍ୟକ୍ତି ବୟସ ୪୦ ଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଅଭିଷେକ ପଟ୍ଟନାୟକ ଜଣାଇଥିଲେ। ଘଟଣା ସ୍ଥଳରେ ହଣ୍ଡା ସାଇନ ବାଇକ OD 18 L 4112 ବାଇକ ପଡ଼ିଥିବା ପୋଲିସ ଜଣାଇଛି।

ଗାଡି ନଂ ଅନୁଜାଇ ବୁଝିବା ରୁ ମୃତ ପିଲାଟିର ଘର ପାରଳାଖେମୁଣ୍ଡି ଅଧିନସ୍ଥ ଜିବା ଗ୍ରାମ ର ବୋଲି ଜଣାପଡିଛି।

ପୋଲିସ ଘଟଣାସ୍ଥଳରୁ ପହଞ୍ଚି ତଦନ୍ତ କରିବା ସହ ବାଇକ ଜବତ କରିବା ସହ ମୃତ ବ୍ୟକ୍ତିଙ୍କ ଶଶୁର ଘର ପଦ୍ମପୁର ବ୍ଳକ ଜାତିଲି ପଞ୍ଚାୟତ ରଘୁନାଥ ପୁର ଗ୍ରାମରେ ବୋଲି ଜଣାପଡିଛି।ରାମନାଗୁଡା ରୁ ଙ୍କ ରିପୋର୍ଟ

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button