Education

କୋଟିଏ ଅନୁଦ।ନ ପରେ ବି ଅବ୍ଯବସ୍ଥା

କୋଟିଏ ଟିଏ ଅନୁଦାନ ପରେ ବି ଅବ୍ୟବସ୍ଥା

ସ୍ମାର୍ଟ ଶ୍ମଶାନ ରାସ୍ତା କାଦୁ ସ୍ତା କାଦୁଅ ପଚପଚ -ଶବ ବାହକ ହନ୍ତସନ୍ତ

ବର୍ଷୈ ବିତିଲା ଉନ୍ନୟନ କାମ ପଡ଼ି ରହିଛି ଅବଧୂ ସରିବାର ଦୁଇବର୍ଷ ବିତିଲା ଉନ୍ନତି ହେଇ ନ।ହି।

ନବରଙ୍ଗପୁର,ତା୩ |୯

ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଭାଷଣବାଜିରେ ସହର ଉନ୍ନୟନ ପାଇଁ ଡିଣ୍ଡିମ ପିଟୁଥ‌ିବା ରାଜନେତା ତା ଓ ଓ ପୌ ପୌରପାଳିକା କର୍ତ୍ତୃପକ୍ଷଙ୍କ ପାରି କୌଟିଏ ଟଙ୍କା ଅନୁଦାନରେ ଇନ୍ଦ୍ରାବତୀ ସ୍ମାର୍ଟ ଶ୍ମଶାନ ଉନ୍ନୟନ କାମର ଅବଧୂ ଶେଷ ହେବାର ଦୁଇ ବର୍ଷ ପରେ ମଧ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ବର୍ଷାଦିନେ ଶ୍ମଶାନ ରାସ୍ତା କାଦୁଅ ପଚପଚ ଯୋଗୁଁ ଶବଦାହ ଲାଗି ଲୋକମାନେ ହୀନସ୍ତା ହେଉଛନ୍ତି। ଅବ୍ୟବସ୍ଥାରୁ ମୃତକଙ୍କ ଆତ୍ମୀୟସ୍ବଜନ ଶେଷକୃତ୍ୟ ନିମନ୍ତେ ଶ୍ମଶାନକୁ ଯିବା ପାଇଁ ନାକ ଟେକୁଥ‌ିବା ବେଳେ ଅଧୁରା କାମ ଶେଷ କରିବା ପାଇଁ ଏଯାବତ ବ୍ୟସ୍ତତା ପରିଲକ୍ଷିତ ହେଉନାହିଁ । ଏପରି ପରିସ୍ଥିତିରେ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଅସଜଡ଼ା ସ୍ମଶାନକୁ ସଜାଡିବା ପ୍ରୟାସ ଅବ୍ୟାହତ ରହିଥିଲେ ମଧ୍ୟ ପୌର ପ୍ରଶାସନର ସଦବୁଦ୍ଧି ଉଦୟ ନହେବା ସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଘାରିଲାପଣିଆକୁ ଥାକୁ ନେଇ ସାଧାରଣରେ ଚର୍ଚ୍ଚା ଧରିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button