ହ।ତୀ ପଲ ଓଡ଼ିଶା ଓ ଛତିଶଗଡ ରେ ଚୌର।ମ୍ ଦେଖିବ। କୁ ମିଳିଛୀ
ହ।ତୀ ପଲ ଓଡ଼ିଶାରେ ଛତିଶଗଡ଼ ରେ ଚୌର।ମ୍ ଦେଖିବ।କୂ ମଳିଛି
ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକରେ ପୁଣି ହାତୀ ପଲ । ଏକର ଏକର ଫସଲ ନଷ୍ଟ ହୋଇଯାଇଥିବା ଦେଖୁବାକୁ ମିଳିଛି। ପ୍ରକାଶ ଥାଉ କି ପୁଣି ଏକ ବର୍ଷେ ବ୍ୟବଧାନ ପରେ ଓଡ଼ିଶାରେ ପୁଣି ଥରେ ଛତିଶଗଡ଼
ଏକର ଏକର ଫସଲ ନଷ୍ଟ
ହାତୀପଲର ଚୌରାତ୍ମ୍ୟ ଦେଖୁବାକୁ ମିଳିଛି । ଦୁଇଟିକିଆ ହାତୀପଲ ଚାଲି ରାତିରୁ ଓଡ଼ିଶାରେ ପ୍ରବେଶ କରି ମଳା ଫସଲ ନଷ୍ଟ କରିବା ଆରମ୍ଭ କରିଛନ୍ତି। ଆଜି ସକାଳୁ କିଛି ଚାଷୀ ହାତୀଙ୍କୁ ଦେଖୁ ଚିନ୍ତାରେ ପଡ଼ି ଯାଇଛନ୍ତି । ଖବର ନେବାରେ ଜଣାଯାଇଛି ଯେ ଦିଗତ କିଛି ବର୍ଷ ଧରି ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ରେ ଆତଙ୍କ ଖେଳାଇଥିବା ହାତୀଙ୍କ ଟାର୍ଗେଟ ଏବେ ରାଇଘର ଓ ଉମରକୋଟ ସନ୍ଧି ଅଞ୍ଚଳରେ ହୋଇଥିବା ମକା ଚାଷ ଉପରେ । ଉମରକୋଟ ବ୍ଲକ ତହରା ପଞ୍ଚାୟତର
ରାମପାର ଅଂଚଳରେ ଆଜି ସକାଳୁ ଦୁଇଗୋଟି ହାତୀ ମକା ଫସଲ ଖାଇଥିବା କିଛି ଚାଷୀ ଦେଖ୍ ଭୟଭୀତ ହୋଇ ଗାଁ ଅଭିମୁଖେ ପଳାଇଥିଲେ । ଦୀର୍ଘ ସମୟ ଧରି ଏହି ହାତୀପଲ ମକା ବାଡ଼ ଭିତରେ ରହି ଫସଲ ଚାଷ ନଷ୍ଟ କରିବା ଦେଖିବାକୁ ମିଳିଥିଲା । ସୀମାନ୍ତରେ ଏହି ଦୁଇଗୋଟି ହାତୀର ପ୍ରବେଶ ଆଗାମୀ ଦିନରେ ବଡ଼ ଏକ ହାତୀପଲର ଆଗମନର ସନ୍ଦେହ କରାଯାଉଛି ।
ହାତୀ ଆକ୍ରମଣରେ ଯୁବକ ଗୁରୁତର
ରାଇଘର ,ଉମରକୋଟ : ଛତିଶଗଡ଼ର ଦୁଇ ଗୋଟି
ରାଇଘର ଓଡିଶା ସୀମାନ୍ତ ର ମଳାଚାଷକୁ ଟାର୍ଗେଟ କରି ନବରଙ୍ଗପୁର ଜିଲ୍ଲା ଏବଂ ଉମରକୋଟ ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ସହ ସେମାନକ ଆକ୍ରମଣ ରେ ଜଣେ ଯୁବକ ଆହତ ହୋଇ ଗୁରୁତର ଅବସ୍ଥାରେ ସମର ଖବର ମେଡିକାଲ ରେ ଭର୍ଜି ହୋଇଥିବା ଜଣାପଡିଛି । ଯୁବକ ଜଣକ ସମରକୋଟ ବ୍ଲକ ଅନ୍ତର୍ଗତ ତହରା ପଂଚାୟତର ମହୁଲପାରା ଗ୍ରାମର ଟେପର୍ସି ମାଝି (୧୯) ବୋଲି ଜଣା ପଡିଛି । ଆଜି ହାତୀ ପ୍ରବେଶ କରିଥିବା ଖ ପାଇ ଟେପସିଂ ଜଣେ ସାଙ୍ଗ ସହିତ ରାଇଘର ବ୍ଲକର ମୁଣ୍ଡିବେଡ଼ା ପଂଚାୟତ ର ଖୁଡିଙ୍ଗି ମାଲ୍ ଓ ଡଙ୍ଗରିଗୁଡା ଅଂଚଳକୁ ଆସିଥିଲେ । ଯୁବକ ଦୁହିଁଙ୍କୁ ହାତୀ ଦେଖୁପାରି ଆକ୍ରମଣ କରିଥିଲା । ହାତୀ ନିଜ ଶୁଣ୍ଢରେ ଟେପର୍ସି କୁ ଟାଣି ତଳେ ପକାଇ ଦେବାପରେ ଟେପର୍ସି ତଳେ ପଡ଼ି ଯାଇଥିଲେ । ପରେ କୌଶଳ କ୍ରମେ ସେଠାରୁ ଖସି ଯାଇ ଗୋଟାଏ ଗଛ ଉପରେ ଚଢ଼ି ଯାଇଥିଲେ । ହାତୀ ଯିବା ପରେ ଟେପସିଂ କୁ ଆହତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପ୍ରଥମେ ରାଇଘର ମେଡିକାଲ ରେ ଭର୍ତି କରାଯାଇଥିଲା । ଟେପସି” ର ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ରମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ମୁଖ୍ୟତଃ ଛତିଶଗଡ଼ ସୀତାନଦୀ ଅଭୟାରଣରୁ ଏହି ହାତୀ ଦୁଇଟି ଆସିଥିବା ଅନୁମାନ କରାଯାଉଛି । ହାତୀଗୁଡ଼ିକୁ ଦେୱ ଗ୍ରାମବାସୀ ଆତଙ୍କିତ ହେବା ସହ ଦନ ବିଭାଗ ଖବର ଦେଇଥିବାବେଳେ ନୂଆଖାଇରେ ବ୍ୟସ୍ତତା ଯୋଗୁଁ ବଳ
ବିଭାଗର ସେଭଳି ତପ୍ତରତା ଦେଖିବାକୁ ମିଳିନଥିଲା । ଅପର ପକ୍ଷରେ ଏହି ହାତୀ ଗୁଡ଼ିକ ଯଦି ଲଗାତାର ମଳା ଚାଷ ଉପରେ ଟାର୍ଗେଟ କରନ୍ତି ତା ହେଲେ ମଳା ଫସଲ ସମ୍ପୂର୍ଣ ଉଜୁଡିଯିବାର ଚାଷୀଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି ।