Education

ନବରଙ୍ଗପୁର ବିଧାୟକ ଙ୍କ ମ।ନବିକତ। ବଥଂ।ଇଲେନିଶ।ଶକ୍ତ ପିତ। ଓ ଶି ଶୁ କନ୍ୟା ର ଜୀବନ

ନବରଙ୍ଗପୁର ବିଧାୟକଙ୍କ ମାନବିକତା ବଞ୍ଚାଇଲେ ନିଶାସକ୍ତ ପିତା ଓ ଶିଶୁ କନ୍ୟାର ଜୀବନ

ନବରଙ୍ଗପୁର, ୩/୯: ନିଶାଦ୍ଧ ରାତ୍ରରେ ମଦ୍ୟପ ପିତା ଏବଂ ୨ ବର୍ଷର ଶିଶୁ କନ୍ୟାର ଜୀ ବନ ବଞ୍ଚାଇଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ । ସୋମ‌ବାର ବିଳମ୍ବିତ ରାତ୍ରିରେ ଗଣେଶ ମଣ୍ଡପ ଚୁରାହାଣ୍ଡି ପ୍ରସାଦ ସେବନ ପାଇଁ ନବରଙ୍ଗପୁର ବିଧାୟକ ଶ୍ରୀ ମାଝୀ, ବିଜେପି ନେତା ଦେବଦାସ ମହାକୁଡ଼, ଭୁବନ ନାୟକ 3 ମୁରଲୀ ବିଷୋୟୀ କାରରେ ଯାଉଥିଲେ । ହଠାତ୍ ରାସ୍ତା କଡ଼ରେ ଦୁଇ ଜଣ ପଡ଼ି ରହିଥ‌ିବାର ଦେଖୁଲେ । ଗାଡ଼ି ପୁଣି ପଛକୁ ବୁଲାଇଲୋ ଗାଡ଼ିରୁ ଓହ୍ଲାଇ ପାଖରେ ପହଞ୍ଚି ଦେଖ୍ ଅବାକ ହୋଇଯାଇଥିଲେ । ନିଜ କାରରେ ବସାଇ ସାନ ମସି ଗାଁରେ ସେମାନଙ୍କ ରାତ୍ରୀଯାପନୀ ବ୍ୟବସ୍ଥା କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ନିଛାଟିଆ ରାସ୍ତାରେ ଜଣେ ମଦୁଆ ମାତାଲ ହୋଇ ରାସ୍ତା

ଶୋଇଛି ତା’ ପାଖରେ ଉପରେ ଶୋ ଇଛି ୨ ବର୍ଷର ନିଷ୍ପାପ ଝିଅଟେ ଶୋଇଛି । । ପାଖରେ କୁକୁରଟେ ଜଗି ବସିଛି । ମନକୁ ପାପ ଛୁଇଁଲା

। ତଥାପି ସ ସନ୍ଦେହରେ ପାଖକୁ ଯାଇ ବିଧାୟକ ଶ୍ରୀ ମାଝୀ ଉଠାଇଲେ । ବହୁତ କଷ୍ଟରେ ଲୋକଟି ଉଠିଲା । କିନ୍ତୁ ଛୋଟ ଝିଅଟି ନିଦରେ ଶୋଇଥାଏ ସେଇ ରାସ୍ତାରେ ରାତିରେ କେହି

ଗାଡ଼ି ମଡାଇ ଚାଲିଗଲେ ବି ଜଣା ପଡ଼ିବନି । କିନ୍ତୁ ଅକାରଣେ ମଦ୍ୟପ ଓ ନିରୀହ ନିଷ୍ପାପ ଝିଅଟିର ପ୍ରାଣ ଚାଲିଯିବ ଭାବି ବିଧାୟକ ଶ୍ରୀ ମାଝୀ ମାନବିକତା ଦେଖାଇ ନିଜର ଗାଡ଼ିରେ ବସାଇ ସାନ ମସିଗାଁ ନେଇ ସେମାନଙ୍କୁ ବ୍ୟବସ୍ଥା ରାତ୍ରୀଯାପ ନର କରାଇବାକୁ ଗ୍ରାମବାସୀଙ୍କୁ ଜିମା ଦେଇ ଦୁଇଟି ଜୀବନକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପୁଣି ଚୁରାହାଣ୍ଡି ଅଭିମୁଖେ ଯାଇଥିଲେ । ଆଶ୍ଚର୍ଯ୍ୟ କଥା ତାଙ୍କ ପାଖରେ ଥିବା କୁକୁର ପ୍ରାୟ ୫ କି.ମି ରାସ୍ତା ଗାଡ଼ି ପଛେ ପଛେ ଧାଇଁ ଧାଇଁ ଠିକ୍ ସାନ ମସିଗାଁରେ ପହଞ୍ଚିଥିଲା । ତେବେ ଏହି ରାତ୍ରିରେ ବିଧାୟକ ଯଦି ଯାଇନଥାନ୍ତେ ତାହେଲେ ଭାଲୁର ହାବୁଡରେ ପଡ଼ିବା ନିଶ୍ଚିତ ହୋଇଥାନ୍ତା ବୋଲି ଗ୍ରାମବାସୀ କ‌ହିଛନ୍ତି । ତେବେ ବିଧାୟକଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ସାମାଜିକ ଗଣମାଧ୍ଯମରେ ପ୍ରଶଂସା କର।ଯ ଉଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button