ମାଣ୍ଡିଆ ପ୍ରସ୍ତୁତ ସୁସ୍ୱାଦ ବେଞ୍ଜନ ପ୍ରଦଶିର୍ତ
ମାଣ୍ଡିଆ ପ୍ରସ୍ତୁତ ସୁସ୍ବାଦୁ ବ୍ୟଞ୍ଜନ ପ୍ରଦର୍ଶିତ
FOOD FESTIVAL
ମା ବାମୁଳି ଆଦିଶୁଛି
ଅତିଥିମାନଙ୍କୁ ମାଣ୍ଡିଆ ତିଆରି ଖାଦ୍ୟ ପ୍ରଦାନ କରାଯାଉଛି।
ଝରିଗାଁ, ୩/୯
ନବରଙ୍ଗପୁର କିଲ୍ଲା ଝରିଗାଁ ର ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହର୍ଷା ଟ୍ରଷ୍ଟ ଆନୁକୂଲ୍ଯ ରେ ଶ୍ରୀଅ ଶ୍ରୀଅନ୍ନ ଅଭିଯାନରେ ରେ ମାଣ୍ଡିଆ ପୁଷ୍ଟି ଶସ୍ୟଭିଭିକ ଖାଦ୍ୟକୁ ନେଇ ଏକ ଖା ଖାଦ୍ୟମେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟକୁ ନେଇ ଖାଦ୍ୟମେଳା ଓ ପ୍ରଦର୍ଶନୀରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନ ସାଙ୍ଗକୁ ଖାଦ୍ୟ ସମୂହର ଖାଦ୍ୟସାର ଓ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ସରପଞ୍ଚ ଚୈତନ୍ୟ
ଶ୍ରୀଅଳ୍ପ ଅଭିଯାନ ପକ୍ଷରୁ ମାଣ୍ଡିଆ ଖାଦ୍ୟଶେଳା, ପ୍ରଦର୍ଶନୀ
ଗଣ୍ଡ, ସିଡିପିଓ ବିରଜା ମୋହିନୀ ପାଙ୍ଗୀ, ଶ୍ରୀଅନ୍ନ ଅଭିଯାନ ଅଭିଯାନ ବ୍ଲକ୍ ସଂଯୋଜକ ବିଭୂତି ଭୂଷଣ ସ୍ବାଇଁ, ସୁପରଭାଇଜର 4の。 ମଞ୍ଜରୀ ଘୋଷ, ଏମ୍ବିକେ ବୈଜନ୍ତି ତିୱାରୀଙ୍କ ସହ ଫୁପୁଗାଁ, ବଣୁଆଗୁଡ଼ା ଭାଲୁକାନଡି ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ଯମ ମରେ ମିଲେଟ ପଷ୍ଟିଶସ୍ୟର
ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକରି ଏହାର ବିକ୍ରି ପାଇଁ ଉପଯୁକ୍ତ ବଜାର ସୃଷ୍ଟିକୁ ଗୁରୁତ୍ବ ଦିଆଯାଇଥିଲା। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାପାଇଁ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ସାମିଲ କରାଯାଇ ପୁଷ୍ଟି ଶସ୍ୟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର କରାଯାଉଛି। ଆୟୋଜିତ ଖାଦ୍ୟମେଳାରେ ମାଣ୍ଡିଆ ଖୁରି, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ମାଣ୍ଡିଅ ଣ୍ଡିଆ ଆରିସା, ମାଣ୍ଡିଆ ଉପମା, ପକୋଡ଼ି, ଦହିବରା ପରି ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପଦ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା।