Education

ମୋରଡ। ବ୍ଲକ ଗଡିଲ। ସଚେତନତତ। ର ରଥ

ଗଡ଼ିଲା ସଚେତନତା ରଥ

ଅତିଥୁମାନେ ସଚେତନତା ରଥର ଶୁଭାରମ୍ଭ କରୁଛନ୍ତି।

ମୋରଡ଼ା, ୩/୯

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ାସ୍ଥିତ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ପୃଷ୍ଟି ଶସ୍ୟ ଖାଦ୍ୟ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏକ ସଚେତନତା ରଥ ଉଦ୍‌ଘାଟିତ ହୋଇ ଇଯାଇଛି I ସ୍ପାର୍ଡା । ସହାୟକ ସଂସ୍ଥାର ଆୟୋଜନ କ୍ରମେ ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ନିୟମିତ ଖାଦ୍ୟ ଆକାରରେ ଲୋକମାନଙ୍କ ମଧ୍ୟରେ ବ୍ୟବହାରକୁ ବଢ଼ାଇବା ପାଇଁ ଉକ୍ତ ସଚେତନତା ରଥ ମୋରଡ଼ା ବ୍ଲକ ଅଞ୍ଚଳ ପରିକ୍ରମା କରିବ ମୁଖ୍ୟ ଅତିଥ୍ ଭାବେ ବ୍ଲକ ଉପାଧ୍ଯକ୍ଷା ଜେମାମଣି ମହାନ୍ତ, ସମ୍ମାନୀତ ଅତିଥ୍ ଭାବେ ବିଓ ଅଣାଳର ତହସିଲଦାର ନାଏକ

ଅକାରୀ ବିଦ୍ୟାଧର ଦଣ୍ଡପାଟ, ବ୍ଲକ୍ କୃଷି ଅ ସ୍ନେହାଶିଷ ସାହୁ, ମିଶନ ଶକ୍ତିର ବିପିଏମ, ଗଡ଼ିଗାଁ ଗ ଆରଆଇ ସାଲାଏ ହେମ୍ବ୍ରମ, ସ୍ପାର୍ଡ ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ ପତାକା ହଲାଇ ରଥକୁ ଉଦ୍‌ଘାଟନ କରିଥ କରିଥିଲେ। ବ୍ଲକର ୨୦ଟି ପଞ୍ଚାୟତକୁ ଉକ୍ତ ରଥ ବୁଲି ମାଣ୍ଡିଆ ଖାଦ୍ୟର ଉପ ଉପକାରିତା ଓ ଚାଷର ଲାଭସମ୍ପର୍କରେ ର ଚା ଚାଷୀ ଓ ଜନ ସାଧାରଣଙ୍କୁ ସଚେତନ କର କରାଇବ। ଏହି କାର୍ଯ୍ୟକ୍ରମରେ ଶ୍ରୀଅନ୍ନ ଅଭିଜ୍ଞ ଅଭିଯାନର ବ୍ଲକ୍ ସଂଯୋଜ ହୃଦାନନ୍ଦ ସାହୁ, ସହ ସଂଯୋଜକ ସାୱ ମାଣ୍ଡି, ଆକା ଆକାଉଣ୍ଟାଣ୍ଟ ସଞ୍ଜୟ ଦ୍ଵାରୀ, ସିଇଓ ମୋହନ ମାହନ ମୁର୍ମୁ, ପ୍ରସନ୍ନ ମହାନ୍ତ, ବିକ୍ରମ ନାଏକ ନାଏକ ପୂର୍ଣ୍ଣଚନ୍ଦ୍ର ନାଏକ, ଉପେନ୍ଦ୍ର ପାତ ସମ ମୁଖ ଉପସ୍ଥିତ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button