ଭ।ରତର ପ୍ରଥମ ସ୍ଵଦେଶୀ ଚିପ ବିକ୍ରମ
ଭାରତର ପ୍ରଥମ ସ୍ବଦେଶୀ ଚିପ୍ ‘ବିକ୍ରମ’
ଏକବିଂଶ ଶତାବ୍ଦୀର ଡିଜିଟାଲ ହୀରା ସେମିକଣ୍ଡକ୍ଟର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨/୯: ଏକବିଂଶ ଶତାବ୍ଦୀର ଡିଜିଟାଲ ହୀରା ହେଉଛି ସେମିକଣ୍ଡକ୍ଟର। ଅତି ଛୋଟ ଉପକରଣଟିଏ ହେଲେ ବି ବହୁ ଶକ୍ତିଶାଳୀ । ବିଶ୍ୱ ନବସୃଜନ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେଇଯିଏ ଏହି ସେମିକଣ୍ଡକ୍ଟର। ଆଧୁନିକ ଅର୍ଥନୀତି ପାଇଁ ଏହା ଅତି ଗୁରୁତ୍ବପୂର୍ଣ । ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯେପରି ସ୍ମାର୍ଟଫୋନ, କମ୍ପ୍ୟୁଟର, ମେଡିକାଲ ଡିଭାଇସ୍ ଏବଂ କାର ଆଦିରେ ଏହା ବ୍ୟବହାର ହୋଇଥାଏ। ଯୋଗାଯୋଗ, କମ୍ପ୍ୟୁଟିଂ, ସ୍ବାସ୍ଥ୍ୟସେବା, ସଛ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନବସୃଜନ ପାଇଁ ଏହା ମେରୁଦଣ୍ଡ ଭଳି କାର୍ଯ୍ୟ କରେ । ଭାରତ ମଧ୍ୟ ଏହି ପ୍ରଯୁକ୍ତି ଧାରାରେ ନିଜକୁ ସାମିଲ କରିଛି । ଆଜି ଦେଶ ପାଇଛି ସମ୍ପୁର୍ଣ ସ୍ବଦେଶୀ ଜ୍ଞାନକୌଶଳରେ
ବିଶ୍ଵରେ ବଡ଼ ପରିବର୍ତ୍ତନ ଆଣିବ ଭାରତର ଛୋଟିଆ ଚିପ୍
ମହାକାଶ ମେଶିନ୍ଗୁଡ଼ିକ ପାଇଁ ‘ବିକ୍ରମ’କୁ ପ୍ରସ୍ତୁତ କରିଛି ଇସ୍ରୋ ସେମିକନ୍ ଇଣ୍ଡିଆ-୨୦୨୫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଲେ ଲଞ୍ଚ୍
୧୨୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ କାର୍ଯ୍ୟ କରିପାରିବ ‘ବିକ୍ରମ’
ଡିଜାଇନ୍ ଇନ୍ ଇଣ୍ଡିଆ, ମେଡ୍ ଇନ୍ ଇଣ୍ଡିଆ ସ୍ବପ୍ନ ପୂରଣ କରୁଛି ଭାରତ
ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶ ହେବ ଆତ୍ମନିର୍ଭର
୫ ସେମିକଣ୍ଡକ୍ଟର ୟୁନିଟ୍ କାର୍ଯ୍ୟ ଦ୍ରୁତ ବେଗରେ ଚାଲିଛି: ଅଶ୍ୱିନୀ ବୈଷ୍ଣବ
ନିର୍ମିତ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ୩୫-ବିଟ୍ ମାଇକ୍ରୋପ୍ରୋସେସର ଚିପ୍ ‘ବିକ୍ରମ’। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଏହାର ଲଞ୍ଚି କରାଯାଇଛି।
ଚିପ୍କୁ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର
ସେମିକଣ୍ଡକ୍ଟର ଲାବୋରେଟୋରୀ। ଏହାକୁ ବିଶେଷ କରି ମହାକାଶ ମେଶିନ୍ଗୁଡ଼ିକ ପାଇଁ ପ୍ରସ୍ତୁତ କରାଯାଇଛି। ଲଞ୍ଚି ଅବସରରେ ଏହି ଚିପ୍ ସହ ଅନ୍ୟାନ୍ୟ ୨୦ଟି ଚିପକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିଥିଲେ ।
ପ୍ରଥମ ସ୍ବଦେଶୀ ଚିପ୍ ‘ବିକ୍ରମ’
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଚିପ୍କୁ ବିକାଶ କରିଛି। ତାହାକୁ ମହାକାଶ ମିସନ୍ରେ ବ୍ୟବହାର କରିବାକୁ ପ୍ରସ୍ତୁତ କରାଯାଇଛି।
ଇସ୍ରୋ ମିସନ୍ରେ ବ୍ୟବହାର ହେବ
‘ଚିପ୍’ ଆଜିର ଡିଜିଟାଲ୍ ହୀରା: ମୋଦୀ
ଆମେରିକାକୁ ପରୋକ୍ଷ ଜବାବ
ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିଛି। ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି।
କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଚିପ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଭାରତକୁ ଏକ ‘ମୃତ ଅର୍ଥନୀତି’ ଆଖ୍ୟା ଦେଇଥିବା ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୋକ୍ଷରେ କଡ଼ା ଜବାବ – ୯
ହବ୍ ପାଇଁ ଓଡ଼ିଶା ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,: ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ
ପ୍ରଧାନମନ୍ତ୍ରୀଙ୍କୁ ଦେଲେ ରାଜ୍ୟରେ ବିକଶିତ ୩ ଚିପ୍
ଓଡ଼ିଶା ପାଭିଲିୟନ ଉଦ୍ଘାଟିତ
ମାଝୀ ଯୋଗଦେଇ ଓଡ଼ିଶା ପାଭିଲିୟନ୍କୁ ଉଦ୍ଘାଟନ କରିଛନ୍ତି | ଆକର୍ଷଣୀୟ ନୀତି, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଓ ନିବେଶ ପାଇଁ ରହିଥିବା ସୁଯୋଗ ଆଧାରରେ